Odisha news

ଲଦାଖରେ ବୃହତ୍ତମ ଗାମା-ରେ ଟେଲିସ୍କୋପ୍‌

0

ଲଦାଖ :  ଚଳିତ ବର୍ଷ ଲଦାଖରେ ପୃଥିବୀର ସବୁଠୁ ବଡ଼ ତଥା ଉଚ୍ଚତମ ଉଚ୍ଚତାରେ ସ୍ଥାପନ ହୋଇଥିବା ‘ ଗ । ମ – େ ର  ଟେଲିସ୍କୋପ୍‌’, ‘ ଏ ମ ୍‌ ଏ ସି ଇ ’ ( େ ମ ଜ ର ୍‌ ଆଟମସ୍ପରିକ୍‌ ଚେରନ୍‌କୋଭ୍‌ ଏକ୍ସପେରିମେଣ୍ଟ୍‌ ଟେଲିସ୍କୋପ୍‌) େ ଦ ଖ ି ବ । କ ୁ ମିଳିବ । ଉକ୍ତ ସ୍ୱଦେଶୀ ଟେଲିସ୍କୋପ୍‌ ଟାଟା ଇନ୍‌ଷ୍ଟିଚୁ୍ୟଟ୍‌ ଫଣ୍ଡାମେଣ୍ଟାଲ୍‌ ରିସର୍ଚ୍ଚ ଓ ଭାବା ଆଟମିକ୍‌ର ଗବେଷକମାନଙ୍କ ଦ୍ୱାରା ନିର୍ମିତ ହୋଇଛି । ଲଦାଖର ହନ୍‌ଲେରେ ସମୁଦ୍ରପତନରୁ ପ୍ରାୟ ୪୩୦୦ ମିଟର ଉଚ୍ଚରେ ଏହାକୁ ସ୍ଥାପନ କରାଯାଇଛି । ଟେଲିସ୍କୋପ୍‌ରେ ଥିବା ପ୍ରକାଣ୍ଡ ୨୧- ମିଟର-ଡାଏମିଟର ଡିସ୍କ୍‌ରେ ୩୫୬ ମିର୍‌ର ପ୍ୟାନେଲ ଓ ହଜାରେରୁ ଅଧିକ କ୍ୟାମେରା ଅଛି । ଏହା ଚେରନକୋଭ୍‌ ବିକିରଣ ଝଲକକୁ ଚିହ୍ନଟ କରିବ ଯାହା କେବଳ କିଛି ନାନୋ ସେକେଣ୍ଡ୍‌ ପାଇଁ ମହଜୁଦ୍‌ ରହେ । ଏହା ବାଦ୍‌ ଟେଲିସ୍କୋପ୍‌ ଦୂରତମ ତାରାପୁଞ୍ଜ ସନ୍ଧାନ କରିବାରେ ସାହାଯ୍ୟ କରିବ । ଏହି ଟେଲିସ୍କୋପ୍‌ ରିମୋଟ୍‌ ଦ୍ୱାରା ପରିଚାଳିତ ଓ ସୌର ଶକ୍ତିରେ ଚାଲିବ । ରୁଷୀୟ ବୈଜ୍ଞାନିକ ଚେରେନ୍‌କୋଭ୍‌ଙ୍କ ନାଁ ଅନୁîଯାୟୀ ଟେଲିସ୍କୋପ୍‌ର ନାମକରଣ କରଯାଇଛି ।

Leave A Reply