ଦୁନିଆର ଦ୍ଵିତୀୟ ବଡ କମ୍ପାନୀ ଏନବିଡିୟା , ଏନବିଦିୟା ର CEO ଯେନସେନ ହୁଆଙ୍ଗ ବର୍ତମାନ ବିବାଦରେ, ବର୍ତମାନ ତାଙ୍କ ପଦବୀ ବିପଦରେ, ସ୍ୱୟଂ ହୁଆଙ୍ଗ ନିଜ ଭୁଲ କୁ ସ୍ୱୀକାର କରିଛନ୍ତି, ମିଡ଼ିଆ ରିପୋର୍ଟ ରେ ଉକ୍ତ ମହିଳାଙ୍କୁ କଥିତ ଚୀନୀ ଜ୍ୱାସୁସ ବୋଲି ଦର୍ଶା ଯାଇଛି l
ଏହି ବିବାଦ ପରେ ନିଜେ ଜେନେସନ ଗୋଟିଏ ଇମେଲ୍ ରେ କହିଛନ୍ତି ଯେ ଜଣେ ଚୀନୀ ଜ୍ୱାସୁସ ଥିବା ମହିଳା ଙ୍କ ସହିତ ତାଙ୍କର ଆଫେୟାର ଥିଲା ବୋଲି ସ୍ୱୀକାର କରିଛନ୍ତି, ମହିଳାଙ୍କ ନାମ ଏଲିସ ହୁଆଙ୍ଗ , ଏହି ଖୁଲାସା ପରେ ଗ୍ଲୋବାଲ ଟେକ୍ନୋଲୋଜି ଓ ୱାର୍ଲଡ ପଲିଟିକ୍ସ ରେ ଚିନ୍ତା ବଢିଯାଇଛି l
କଣ ରହିଛି ଏହି ମାମଲା ?
ଦି ନିୟୁ ୟର୍କ ଟାଇମ୍ସ ର ଗୋଟିଏ ରିପୋର୍ଟ ଅନୁସାରେ ଦାବି କରାଯାଇଛି ଯେ ଜେନେସନ ହୁଆଙ୍ଗ ଙ୍କ ସମ୍ପର୍କ ଏଲିଶ ନାମକ ମହିଳାଙ୍କ ସହିତ ରହିଥିଲା, ଏଲିସ ସିଙ୍ଗାପୁର ସ୍ଥିତ ଗୋଟିଏ ଟେକ୍ନୋଲୋଜି କମ୍ପାନୀ ମେଗାସ୍ପିଡ଼ ଇଣ୍ଟରନେଶନାଲ ର ଏକ୍ଜିୟୁକୁଟିଭ ପଦବୀ ରେ ଥିଲେ, ଯିଏକି ଏନବିଡିୟା ରୁ ଚିପ୍ସ କିଣିବା ଦାୟିତ୍ୱରେ ଥିଲେ, ଆମେରିକା ଗୁଇନ୍ଦା ବିଭାଗର ତଥ୍ୟ ଅନୁସାରେ ଆରୋପ ଲଗାଯାଇଛି ଯେ ଏଲିସ ଙ୍କୁ ଚାଇନା ପାଇଁ ସଂବେଦନଶୀଳ ତଥ୍ୟ ସଂଗ୍ରହ କରିବା ପାଇଁ ବେଜିଙ୍ଗ ନିଯୁକ୍ତି ଦେଇଥିଲା l
ଏଲିସ ଜଣେ ଚୀନୀ ନାଗରିକ ଓ ବିଜନେସ ଏକ୍ଜିୟୁକୁଟିଭ ଭାବରେ ମଧ୍ୟ ଜଣାଶୁଣା, ସେ ସିଙ୍ଗାପୁର ଓ ଚୀନ ରେ କାର୍ଯ୍ୟରତ, ଚୀନୀ ଫଣ୍ଡ ର ଡାଟା ବେସ ଅନୁସାରେ ଏଲିସ ନିଜ କ୍ୟାରିଅର ର ଆରମ୍ଭ ଜଣେ ପତ୍ରକାରିତା ଭାବରେ ଆରମ୍ଭ ଆରିଥିଲେ, ଏବଂ ଚିନି ସରକାରୀ ଚ୍ୟାନେଲ ରେ ଥିଲେ, ଏବଂ ଏହାପରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାର୍ଯ୍ୟ କରିଥିଲେ ଏବଂ ଏହାପରେ IT ସେକ୍ଟର କୁ ଆସିଥିଲେ l
ବର୍ତମାନ ଏନବିଡିୟା ର ସିଇଓ ଜେନେସନ ହୁଆଙ୍ଗ ଙ୍କ ଚାକିରୀ ଓ ଭବିଷ୍ୟତ ବିପଦରେ, ଯାହାକି ଗ୍ଲୋବାଲ ଟେକ ଇଣ୍ଡଷ୍ଟ୍ରି ଓ ବଲ ଇଣ୍ଡଷ୍ଟ୍ରି ର ନିବେଶକ ଙ୍କ ମଧ୍ୟରେ ବଡ଼ ଚର୍ଚାର ବିଷୟ ହୋଇଛି, ଯେହେତୁ ଏହି ମାମଲା ବିଦେଶୀ ଜ୍ୱାସୁସି ଓ ଆମେରିକୀ ରାଷ୍ଟ୍ରୀୟ ସୁରକ୍ଷା ସହିତ ଜଡିତ ସେଥିପାଇଁ ଏହା ଗୋଟିଏ ଗମ୍ଭୀର ମାମଲା l ଏହି ମାମଲାକୁ ନେଇ ଆମେରିକୀୟ ସଂସଦ ରେ ଖୁବ ହଟଗୋଳ ହୋଇଛି l
ଏନବିଡିୟା ( NVIDIA ) ର ସହ-ସଂସ୍ଥାପକ ଓ CEO ହୁଆଙ୍ଗ ଙ୍କ ସମ୍ପତି ଆନୁମାନିକ 155 ବିଲିୟନ ଡଲାର ରୁ ନେଇ 165 ବିଲିୟନ ଡ଼ଲାର ଯାହାକି ଭାରତୀୟ ମୁଦ୍ରାରେ ପାଖାପାଖି 14.5 ଲକ୍ଷ କୋଟି ଅଟେ, ଏବଂ ସେ ଦୁନିଆର ଶୀର୍ଷ ୧୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ମଧ୍ୟ ରହିଛନ୍ତି l
