Odisha news

NVIDIA ର CEO ଜେନସନ ହୁଆଙ୍ଗଙ୍କୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ “ସମ୍ମାନିତ ବ୍ୟକ୍ତି” ବୋଲି ସମ୍ବୋଧନ କରିଛନ୍ତି

0

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ରାନ୍ତି ଜନକ ଓ NVIDIA ର CEO ଜେନସନ ହୁଆଙ୍ଗ ଓ ଜଣେ କଥିତ ଚିନି ଏଜେଣ୍ଟ ଙ୍କ ମଧ୍ୟରେ ସମ୍ବନ୍ଧ ର ଖୁଲାସା ପରେ ଆମେରିକୀୟ ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ଓ ରାଜନୈତିକ ସ୍ତରରେ ହଲଚଲ ସୃଷ୍ଟି ହୋଇଥିଲା, ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପୁଷ୍ଟି କରିଛନ୍ତି ଯେ FBI ପକ୍ଷରୁ ଏହି ଘଟଣାର ଯାଞ୍ଚ ଚାଲିଛି l ଏବଂ ଜେନସନ ହୁଆଙ୍ଗ ଚିନ୍ତା କରିବା ଆବଶ୍ୟକ ନାହିଁ, ସବୁକିଛି ଠିକ ହୋଇଯିବ l

ଟ୍ରମ୍ପ ନିଜେ ଜେନସନ ହୁଆଙ୍ଗ ଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଛନ୍ତି, ଏବଂ ଟ୍ରମ୍ପ ପୁଷ୍ଟି କରିଛନ୍ତି ଯେ ଜେନସନ ଜାଣି ନଥିଲେ ଯେ ଉକ୍ତ ମହିଳା ଜଣେ ଜ୍ୱାସୁସ ବୋଲି l ଏହା ମଧ୍ୟରେ ଜେନସନ ହୁଆଙ୍ଗ ନିଜ ଏକ୍ସଟ୍ରା ମାରିତାଲ ଆଫେୟାର କୁ ସ୍ୱୀକାର କରିଛନ୍ତି, ଏବଂ ଏନବିଡୀୟl ର ୱେବସାଇଡ ରେ ଗୋଟିଏ ଓପନ ଲେଟର ଜାରି କରି ନିଜ ସ୍ତ୍ରୀ ଓ କମ୍ପାନୀ କୁ ସାର୍ବଜନିକ ଭାବରେ କ୍ଷମା ମାଗିଛନ୍ତି l ଏବଂ ଉକ୍ତ ଲେଟର ରେ ସେ ଲେଖିଛନ୍ତି ଯେ ମୁଁ FBI ର ସମ୍ପୂର୍ଣ ସହଯୋଗ କରିବି, ମୁଁ ମୋ ଦେଶ ଓ କମ୍ପାନୀ କୁ ଭଲ ପାଉଛି, ମୁଁ ଏନବିଡୀୟl ର ସୁରକ୍ଷା ଓ ଆମେରିକା ର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଟେ l

ଆମେରିକୀୟ ଗୁଇନ୍ଦା ବିଭାଗ ନିଜ ଯାଞ୍ଚ ରେ ପାଇଥିଲା ଯେ ଉକ୍ତ ମହିଳା ଜଣଙ୍କ ଚୀନ ର ଗୁଇନ୍ଦା ବିଭାଗ ପାଇଁ କାର୍ଯ୍ୟ କରୁଛନ୍ତି l ଅନ୍ୟ ପକ୍ଷରେ ଚୀନ ହୁଆଙ୍ଗ ଙ୍କୁ ଫାଂସେଇବାକୁ କିମ୍ବା ଜ୍ୱାସୁସି ଆରୋପ କୁ ସମ୍ପୂର୍ଣ ଭାବରେ ଖାରଜ କରିଦେଇଛନ୍ତି l ଚିନି ଜ୍ୱାସୁସ ଙ୍କ ଆରୋପ ନିରାଧାର ଅଟେ ଏବଂ ଚୀନ କୁ ବଦନାମ କରିବାର ଗୋଟିଏ ବଡ଼ ଷଡଯନ୍ତ୍ର ଅଟେ l

ଏହି ମାମଲାରେ ସିଙ୍ଗାପୁର ର ଡାଟା ସେଣ୍ଟର କମ୍ପାନୀ ମେଗାସ୍ପିଡ଼ ଇଣ୍ଟରନେଶନାଲ ର ନାଁ ମଧ୍ୟ ଚର୍ଚାରେ ରହିଛି, ଯେଉଁଥିରେ ଏଲିସ ହୁଆଙ୍ଗ ଙ୍କ କନେକ୍ସନ ଥିଲା l

Ad2
Leave A Reply