Odisha news
Browsing Tag

Ratha jatra

ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବ ଯୌବନ ଦର୍ଶନ

ପୁରୀ : ଅଣସର ଘରେ ଗୁପ୍ତ ନୀତି ପରେ ଜ୍ବରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବାପରେ ଖଡ଼ି ଲାଗି ସହ ଗୁରୁବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି। ବନକଲାଗି ପରେ…
Read More...

ଆରମ୍ଭ ହେଲା ରଥରେ କନା ପଡ଼ିବା

ପୁରୀ,୮ା୭ :ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ କୋଭିଡ଼ କଟକଣା ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ରଙ୍ଗ କାର୍ଯ୍ୟ ଶେଷ ହେବାପରେ ଆଜି ରଥରେ କନାପଡ଼ିବା ଆରମ୍ଭ ହୋଇଛି । କୋଠ ସୁଆଁସିଆ ସେବକମାନେ…
Read More...

ଶ୍ରୀମନ୍ଦିରରେ ଖେଚୁଡ଼ି ଭୋଗ କଣ ପାଇଁ ପ୍ରସ୍ତୁତ କରାଯାଇଥାଏ : ଆସନ୍ତୁ ଜାଣିବା ଏହା ପଛରେ ପୌରାଣିକ କଥା

ହିନ୍ଦୁ ଧର୍ମର ଚାରି ଧମଙ୍କ ମଧ୍ୟରୁ ପୁରୀ ଜଗନ୍ନାଥ ଧାମର ବିଶେଷ ମହତ୍ତ୍ଵ ରହିଛି । ଜଗନ୍ନାଥ ମନ୍ଦିରରେ ପ୍ରଭୁ ନିଜର ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ବିରାଜମାନ କରିଛନ୍ତି । ମାନ୍ୟତା ଅନୁସାରେ ସବୁଠୁ ପ୍ରଥମେ…
Read More...

ନୀଳଭୂମି ଶ୍ରୀକ୍ଷେତ୍ର ଓ ଉପରେ ନୀଳ ଆକାଶ

ନୀଳଭୂମି ଶ୍ରୀକ୍ଷେତ୍ର । ଉପରେ ନୀଳ ଆକାଶ । ନାରୀକେଳ ଗଛର ସବୁଜ ବାହୁଙ୍ଗାଭିତରୁ ଉଙ୍କି ମାରୁଛି ନୀଳ ଆକାଶ । ପାଖରେ ନୀଳ ସମୁଦ୍ର । ନୀଳ ଭୂମିରେ ନୀଳାଚଳ । ନୀଳାଚଳରେ ନୀଳାଦ୍ରିନାଥ । ନୀଳ ଦିଅଁଙ୍କର ନୀଳ ନବର । କାହିଁକି…
Read More...

କିମ୍ବଦନ୍ତୀ ଅନୁସାରେ ଜଗନ୍ନାଥ ମନ୍ଦିରର ୧00 ବର୍ଷ ପୂର୍ବରୁ ଅଲାରନାଥ ମନ୍ଦିର : ଆସନ୍ତୁ ଜାଣିବା ସେହି ମନ୍ଦିର…

ପଦ୍ମଜl ପଟ୍ଟନାୟକ : ଭଗବାନ ବିଷ୍ଣୁଙ୍କର ଅନେକ ରୂପ ମଧ୍ୟରୁ “ଅଲାରନାଥ “ହେଉଛନ୍ତି ଗୋଟିଏ ରୂପ l ଅଲାରନାଥଙ୍କ ମନ୍ଦିର କେବଳ ଓଡ଼ିଶାରେ ପ୍ରସିଦ୍ଧ ନୁହେଁ ,ବାହାର ରାଜ୍ୟରୁ ମଧ୍ୟ ଅନେକ ଲୋକ ଏଠାକୁ ଆସିଥାନ୍ତି l ଓଡ଼ିଶାର…
Read More...

ଶ୍ରୀଜିଉଙ୍କ ଚକାବିଜେ ନୀତି କଣ : ଆସନ୍ତୁ ଜାଣିବା

ପୁରୀ: ଆଜି ଶ୍ରୀଜିଉଙ୍କ ଚକାବିଜେ ନୀତି। ମହାସ୍ନାନ ସାରି ଅସୁସ୍ଥ ହୋଇ ପଡ଼ିଥିଲେ ବ୍ରହ୍ମାଣ୍ଡ ଠାକୁର।  ଅଣସରରେ ଶୋଇ ରହିଥିଲେ ଶ୍ରୀଜିଉ ।  ଫୁଲୁରି ତେଲ ଓ ଓଷୁଅ ଲାଗି ପରେ ଆଜି  ସାମାନ୍ୟ ସୁସ୍ଥ ହୋଇଛନ୍ତି ଠାକୁର। ଆଜି…
Read More...

ଜୟ ଶ୍ରୀଅଲାରନାଥ , ଭକ୍ତ ଓ ଭଗବାନଙ୍କ ସଂପର୍କ

ଶୁଭନାରାୟଣ ଶତପଥୀ : ଯୁଗେଯୁଗେ ଭକ୍ତ ଓ ଭଗବାନଙ୍କ ସଂପର୍କ ପୁରାଣ, ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଯାହା କେବଳ ହୃଦୟସ୍ପର୍ଶୀ ନୁହେଁ ବରଂ ଭଗବତ ବିଶ୍ୱାସରେ ପ୍ରାଣକୁ ନିୟନ୍ତ୍ରଣ କରି ସାଂସାରିକ ସୁଖ ସମୃଦ୍ଧି…
Read More...

ରଥ ପଥ ଜଗନ୍ନାଥ

ସୌଭାଗ୍ୟବତୀ ଗିରି : ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପୀଠସ୍ଥଳୀ ପୁରୀରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ହିନ୍ଦୁମାନଙ୍କର ସବୁଠୁ ବଡ ପର୍ବ l ଏହା କେବଳ ପୁରୀରେ ନୁହେଁ ଓଡିଶାର ଅନେକ ଦେବପୀଠ ତଥା ବିଦେଶରେ ମଧ୍ୟ ପାଳନ କରାଯାଏ l…
Read More...

ମହାପ୍ରଭୁଙ୍କ ସେବାରେ ସାମିଲ୍ ହେଲେ କୁନି କୁନି ସେବାୟତ

ବର୍ଷତମାମ ମନ୍ତ୍ରସ୍ନାନ କରୁଥିବା ଦାରୁବିଗ୍ରହମାନେ ସ୍ନାନମଣ୍ଡପରେ ୧୦୮ଗଡୁ ମନ୍ତ୍ରପୂତ ସୁବାଶିତ ଜଳରେ ସ୍ନାନ କରି ଅସୁସ୍ଥ ହୋଇପଡ଼ିଛନ୍ତି । ଅନବସରଥିବା ଦାରୁବିଗ୍ରହମାନଙ୍କୁ ଶ୍ରୀଅଙ୍ଗସେବକ ଦଇତାପତିମାନେ କରୁଛନ୍ତି…
Read More...

ରଥ ଉପରକୁ ଉଠିଲା ଦୁଆରବେଢା

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ କୋଭିଡ଼ କଟକଣା ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ଆଜି ତିନିରଥର ଚରିଗୋଟି ଲେଖାଏଁ ଦୁଆର ବେଢା ରଥ ଉପରକୁ ଉଠିଛି । ଏହି ଦୁଆର ବେଢାର ଉପର ଭାଗ ‘ଚନ୍ଦ୍ରଶାଳୀ’ରେ…
Read More...