Odisha news

SC ମୋର୍ଚ୍ଚାର ପ୍ରସ୍ତୁତି ବୈଠକ ରମ୍ଭା

0
ଆଜି ତା-୨୩-୦୨-୨୦୨୪ ରିଖ ଶୁକ୍ରବାର ଅପରାହ୍ନ ୪ଘଣ୍ଟା ସମୟରେ ରମ୍ଭା ନିକଟସ୍ଥ ପାନ୍ଥନିବାସ ଠାରେ ଭାରତୀୟ ଜନତା ପାର୍ଟିର SC ମୋର୍ଚ୍ଚାର ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲା SC ମୋର୍ଚ୍ଚା ସଭାପତି କିର୍ତ୍ତନ ଦାସ ଉକ୍ତ ବୈଠକରେ ଗଂଜାମ ଜିଲ୍ଲା SC ମୋର୍ଚ୍ଚା ପ୍ରଭାରୀ ସଂଗ୍ରାମ କେଶରୀ ବେହେରା, ଗଞ୍ଜାମ SC ମୋର୍ଚ୍ଚା ସାଧାରଣ ସମ୍ପାଦକ ଭୀମସେନ ବେହେରା ଓ ଗଂଜାମ ଜିଲ୍ଲା ସଂପାଦକ ଚିନ୍ତାମଣି ବେହେରା, ଗଞ୍ଜାମ ଜିଲ୍ଲା SC ମୋର୍ଚ୍ଚା ମିଡ଼ିଆ ସେଲ୍ ଇନଚାର୍ଜ ଚିତ୍ରସେନ ଦାସ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା SC ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ହେବା ପାଇଁ ପ୍ରସ୍ତୁତି କଲେ ଓ ଗାଁ କୁ ଚାଲ ଅଭିଯାନ ଘରେ ଘରେ ଯାଇ ଯସଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଲିଫଲେଟ ଘରେ ଘରେ ପହଞ୍ଚିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।
Leave A Reply