ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଣ୍ଡୱାନା ଛାତ୍ର ସଂଘ ତରଫରୁ ଏକ୍ ପ୍ରେସ ମିଟ କରି ବିରୋଧ କରିଛି ଆଦିବାସି ଜମି କିଣା ବିକା କୁ ଗଣ୍ଡୱାନା ଭବନ୍ ଠାରେ କରାଯାଇ ଥିବା ଏହି ସାମ୍ବାଦିକ ସମ୍ମେଲିନୀ ରେ ପୁର୍ବତନ ସାଂସଦ ବଳଭଦ୍ର ମାଝୀ ପୁର୍ବତନ କୋରାପୁଟ ଜୟରାମ ପାଙ୍ଗିଙ୍କ ର ଆଦିବାସି ଜମି କିଣା ବିକା ଆଇନ୍ ୧୯୫୬ ମସିହାରେ ଲାଗୁ କରାଯାଇଥିବା ଆଇନ୍ କୋହଳ କରିବାପାଇଁ ଯେଉଁ ଦାବି କରଯାଇଛି ତାହାକୁ ଦୃଢ ବିରୋଧ କରିଛନ୍ତି ଜୀ.ଏସ.ଯୂ. ତଥା ରାଇଘର୍ ର ବିଭିନ୍ନ ଜନଯାତି ବିକାଶ ପରିଷଦ,ଗଣ୍ଡ ବାନା ବିକାଶ ମଣ୍ଡଳ,ଅଖିଲ୍ ଭାରତୀୟ ବଞ୍ଜାରା ସମାଜ ତରଫରୁ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତାଙ୍କ ର ମତାମତ ଅନୁଯାୟୀ ଆଦିବାସି ଜନ କିଣା ବିକା ଆଇନ୍ ୧୯୫୬ ମସିହା ରୁ ଏତେ କଠୋର ଆଇନ୍ ଥିବା ସତ୍ବେ ଆଦିବାସି ମାନଙ୍କର ଜମିକୁ ଅଣ ଆଦିବାସି ଜମି ମଫିୟା ମାନେ ବିଭିନ୍ନ ଷଡଯନ୍ତ୍ର କରି ବର୍ତମାନ୍ ମଧ୍ୟ ହଡ଼ପ କରିବାରେ ଲାଗିଛନ୍ତି।
ଏପରି ସ୍ଥଳେ ଆଦିବାସି ମାନଙ୍କର ଜମି କିଣା ବିକା ନିୟମକୁ କୋହଳ କରାଗଲେ ନିକଟ ଭବିଷ୍ୟତରେ ସମସ୍ତ ନିରୀହ ଆଦିବାସି ସମାଜ କୁ ଭୁମିହିନ ହେବାର ଆଶଂକା ରହିଛି। ତେଣୁ ଆଦିବାସି ମାନଙ୍କର ଆର୍ଥିକ ବିକାଶ ପାଇଁ ଜମି କିଣା ବିକା ଆଇନ୍ କୁ କୋହଳ ନ କରି ଏକ ସ୍ବତନ୍ତ୍ର ଆଇନ୍ କରିବାକୁ ଦାବି କରିବା ସହ ବିଗତ ଦିନରେ ବୁର୍ବତନ୍ ସାଂସଦ ବଳଭଦ୍ର ମାଝୀ ନବରଙ୍ଗପୁର ଓ କୋରାପୁଟ ସାଂସଦ ଜୟରାମ ପାଙ୍ଗିଙ୍କ ଦ୍ବାରା ଦିଆଯାଇଥିବା ଆଦିବାସିଙ୍କର ଜମି କିଣା ବିକା କୋହଳ ମାନପତ୍ର କୁ ଅତିଶିଘ୍ର ପ୍ରତ୍ୟାହାର କରିବା ସହ ସମଘ୍ର ଆଦିବାସି ସମାଜ କୁ ଏହିପରି ମନମୁଖୀ କାମ ପାଈଁ କ୍ଷମା ଭିକ୍ଷା କରନ୍ତୁ। ଏଥିସହ ୧୯୫୬ ମସିହାରେ କରାଯାଇଥିବା ଏହି ଆଦିବାସି ଜମି କିନା ବିକା ନିୟମକୁ ଜଦି କୌଣସି ପରିବର୍ତନ କରନୋଜାଏ ତେବେ ଓଡ଼ିଶା ର ସମଘ୍ର ଆଦିବାସି ସମାଜ ଏକ୍ ସ୍ୱରରେ ଅନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ଏହି ସାମ୍ବାଦିକ ସମ୍ମେଲିନୀ ଗଣ୍ଡୱାନା ଛାତ୍ର ସଂଘ ର ଜିଲ୍ଲା ସଭାପତି ଆଶ୍ବିନ କୁମାର୍ ଗଣ୍ଡ ବ୍ଲକ୍ ସଭାପତି ବିଜୟ ଗଣ୍ଡ ସମ୍ପାଦକ ନକୁଳ କରାମ ରାଷ୍ଟ୍ରୀୟ ସଂଯୋଜକ ଅଶୋକ