ବ୍ରହ୍ମ ମୁହୂର୍ତ୍ତ ରୁ କରି ନିଅନ୍ତୁ ମାତ୍ର ଏହି ଗୋଟିଏ କାମ , ଦୂର ହେବ ରୋଗ ଦୁଃଖ ଓ ଭୟ
ହିନ୍ଦୁ ଧର୍ମ ରେ ବ୍ରହ୍ମ ମୁହୂର୍ତ୍ତ ର ଖୁବ ମହତ୍ୱ ରହିଛି l ବ୍ରହ୍ମ ମୁହୂର୍ତ୍ତ ଦେବା ଦେବୀ ଙ୍କ ପାଇଁ ପ୍ରାର୍ଥନା ର ସମୟ l ବ୍ରହ୍ମ ମୁହୂର୍ତ୍ତ ର ସମୟ ଭୋର ୪ ଟା ରୁ ସକାଳ ୫-୩୦ ମଧ୍ୟରେ ରହିଥାଏ l ମାନ୍ୟତା ରହିଛି ଯେ ସକାଳୁ ଏହି ସମୟରେ ଶଯ୍ୟା ତ୍ୟାଗ କରିବା ଆବଶ୍ୟକ l ଶାସ୍ତ୍ର ଅନୁସାରେ ବ୍ରହ୍ମ ମୁହୂର୍ତ୍ତ ରେ କିଛିଟା କାର୍ଯ୍ୟ କରିବା ବର୍ଜିତ ଅଟେ l ବ୍ରହ୍ମ ମୁହୂର୍ତ୍ତ ରେ ମସ୍ତିଷ୍କ ଜାଗ୍ରତ ରହିଥାଏ l ତେଣୁ ଏହି ସମୟରେ କିଛିଟା କାର୍ଯ୍ୟ କରିବା ବର୍ଜିତ ଅଟେ l
* ବ୍ରହ୍ମ ମୁହୂର୍ତ୍ତ ରେ ଉଠିବା ମାତ୍ରକେ କଦାପି କ୍ରୋଧ କରନ୍ତୁ ନାହିଁ l ଏହା ଆପଣଙ୍କ ର ସମ୍ପର୍ଣ୍ଣ ଦିନ ଟିକୁ ପ୍ରଭାବିତ କରିଥାଏ ଓ ମନକୁ ଅଶାନ୍ତ କରିଦେଇ ଥାଏ l
* ବ୍ରହ୍ମ ମୁହୂର୍ତ୍ତ ରେ କଦାପି ମନରେ ଖରାପ ବିଚାର ଆଣିବା ଉଚିତ ନୁହେଁ l ଏହା ଆପଣଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇ ନଥାଏ ” ଏବଂ ଜୀବନ ରେ ନକାରାତ୍ମକ ପ୍ରଭାବ ପକାଇଥାଏ l
* ବ୍ରହ୍ମ ମୁହୂର୍ତ୍ତ ରେ କଦାପି ଅପସବ୍ଦ ପାଟିରେ ଧରିବା ଉଚିତ ନୁହେଁ l କାହିଁକି ନା ଏହି ସମୟ ହେଉଛି ଦେବତା ଙ୍କ ଆତ ଯାତ ସମୟ l ତେଣୁ ଏହି ସମୟରେ ଅପସବ୍ଦ ପ୍ରୟୋଗ କରିବା ଦ୍ୱାରା ଭଗବାନ ଅସନ୍ତୁଷ୍ଟ ହୋଇ ଥାଆନ୍ତି l
* ବ୍ରହ୍ମ ମୁହୂର୍ତ୍ତ ରେ ସ୍ୱାମୀ ସ୍ତ୍ରୀ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ l କାହିଁକି ନା ଏହି ସମୟରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ଓ ନାରାୟଣ ଅସନ୍ତୁଷ୍ଟ ହୋଇ ଥାଆନ୍ତି l
* ସକାଳୁ ଉଠିବା ମାତ୍ରକେ କରନ୍ତୁ ମାତ୍ର ଏହି ଗୋଟିଏ କାମ ଦୂରେଇ ଯିବ ଦୁଃଖ କଷ୍ଟ –
ସକାଳୁ ଉଠିବା ମାତ୍ରକେ ନିଜ ହାତର ପାପୁଲି କୁ ଦେଖି ଗାୟତ୍ରୀ ମନ୍ତ୍ର ୧୦୮ ଥର ପାଠ କରନ୍ତୁ l ଏବଂ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ l ଏହାଦ୍ୱାରା ଜୀବନ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ ଓ ଦୁଃଖ , ରୋଗ ଏବଂ ଦାରିଦ୍ୟତା ଦୂର ହୋଇଥାଏ l