Odisha news

କଣ ଆପଣ ଜାଣନ୍ତିକି ଭାରତର ୫ଟି ରାଜ୍ୟ ମଧ୍ୟରେ ସର୍ବାଧିକ ଧନୀ ରାଜ୍ୟ କିଏ ? ଆସନ୍ତୁ ଜାଣିବା

0

ଆପଣ ଭାରତ ର ଅନେକ ଗୁଡିଏ ରାଜ୍ୟ ବିଷୟ ରେ ଶୁଣିଥିବେ, ପ୍ରତ୍ୟେକ ରାଜ୍ୟର କିଛିନା କିଛି ବିଶେଷତା ମଧ୍ୟ ରହିଛି l  ସେହିଭଳି କେଉଁ ରାଜ୍ୟ ନିଜର ଜନସଂଖ୍ୟା ପାଇଁ ତ ଆଉ କେହି ନିଜର ଚାଷ କାର୍ଯ୍ୟ କୁ ନେଇ ତ ଆଉ କେହି ନିଜର ପୋଷାକ କୁ ନେଇ l କିନ୍ତୁ କିଛିଟା ରାଜ୍ୟ ନିଜର ଜିଡିପି ପାଇଁ ଖୁବ ଆଗରେ ରହିଛନ୍ତି l ଅନେକ ରାଜ୍ୟର ଅର୍ଥ ବ୍ୟବସ୍ଥା ଖୁବ ମଜବୁତ ଅଟେ l ଏହି ତାଲିକାର ଭାରତର ୫ଟି ରାଜ୍ୟ ରହିଛନ୍ତି l

– ହରିୟାଣା ଭାରତର ପଞ୍ଚମ ଧନୀ ରାଜ୍ୟ ଅଟେ, ଯାହାକି କୃଷି, ପଶୁପାଳନ ଓ ବିଭିନ୍ନ ମିର୍ଲସ ପାଇଁ ପ୍ରସିଧ ଅଟେ l
– ଚତୁର୍ଥ ସ୍ଥାନରେ ରହିଛି ଭାରତର ରାଜଧାନୀ ଦିଲ୍ଲୀ, ଯେଉଁଠି ରହିଛି ଉଦ୍ୟୋଗ ସହିତ ବିଭିନ୍ନ ଟେକ୍ସଟାଇଲ ଇଣ୍ଡଷ୍ଟ୍ରିଜ l
– ତୃତୀୟ ଧନୀ ରାଜ୍ୟ ଭାବରେ ଭାରତର ୩ଟି ରାଜ୍ୟ ସ୍ଥାନ ପାଇଛନ୍ତି , ସେମାନେ ହେଲେ କର୍ଣ୍ଣାଟକ, ତେଲେଙ୍ଗାନା ଓ ତାମିଲନାଡ଼ୁ l ଏହି ୩ଟି ରାଜ୍ୟ ନିଜ ର ବିଶେଷ ଶିଳ୍ପ ଓ ଉଦ୍ୟୋଗ ପାଇଁ ପ୍ରସିଧ l
– ଦ୍ଵିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶ , ଯାହାକି ଉଦ୍ୟୋଗୀକ ଓ ଚାଷ ପାଇଁ ପ୍ରସିଦ୍ଧ l
– ଏବଂ ପ୍ରଥମ ଧନୀ ରାଜ୍ୟ ଭାବରେ ପ୍ରସିଦ୍ଧ ଅଟେ ମହାରାଷ୍ଟ୍ର l ମହାରାଷ୍ଟ୍ର ଭାରତର ପ୍ରଥମ ଧନୀ ରାଜ୍ୟର ମାନ୍ୟତା ହାସଲ କରିଛି l

Leave A Reply