Odisha news

ଭାରତୀୟ ଆୟୁର୍ବେଦ ର ୧୦ଟି ଚମତ୍କାର ତେଲ, ଯାହାକି ବିଭିନ୍ନ ରୋଗର ନିରାକରଣ : ରିସର୍ଚ୍ଚ

0

୧ – ଲିମ୍ବ ତେଲ –
ଲିମ୍ବ ତେଲ ଆଣ୍ଟିଇମ୍ଫ୍ଲମେଣ୍ଟ୍ରି ଏବଂ ଆଣ୍ଟିମାଇକ୍ରୋବିଏଲ ଗୁଣରେ ଭରପୁର ଅଟେ l ଲିମ୍ବ ତେଲ ନାଭିରେ ଲଗାଇବା ଦ୍ୱାରା ତ୍ୱଚା ସୁନ୍ଦର ରହିଥାଏ ଏବଂ ଵ୍ରଣ ନିକଟରୁ ଦୁରେଇ ରଖିଥାଏ l ଏହାଛଡା ଏହା ଛଡା ତ୍ୱଚାକୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରେ l

୨ – ନଡ଼ିଆ ତେଲ –
ପାଚନ କ୍ରିୟା ଉତ୍ତମ ହେବା ପାଇଁ ନାଭିରେ ଲଗାଇବା ଜରୁରୀ l ନଡ଼ିଆ ତେଲ ନାଭିର ନିୟମିତ ଲଗାଇଲେ ପେଟ ସଫା ରହିଥାଏ, ଶରୀର ଫୁଲିବା କମି ଯାଇଥାଏ, ପାଚନ ତନ୍ତ୍ର ଉତେଜିତ ହୋଇଥାଏ, ଏବଂ ଶରୀରକୁ ହାଇଡ୍ରେଟ ରଖିଥାଏ l

୩ –
ଆଲମଣ୍ଡ ଅଏଲ –
ଆଲାମଣ୍ଡ ତେଲ ଭିଟାମିନ ଇ ର ଗୋଟିଏ ଭଲ ସ୍ରୋତ ଅଟେ l ଏହା ତ୍ୱଚା କୁ ସୁନ୍ଦର ଓ ଉଜ୍ଜଳ କରିଥାଏ, ତ୍ୱଚା ରୁ କଳାଦାଗ ଦୂର କରିଥାଏ ଏବଂ ମସ୍ତିଷ୍କର ସ୍ୱାସ୍ଥ୍ୟ କୁ ସୁଦୃଢ଼ କରିଥାଏ l

୪ –
ସୋରିଷ ତେଲ –
ସୋରିଷ ତେଲ ଶରୀରରେ ରକ୍ତ ସଂଚାଳନ ଠିକ ଭାବରେ କରିବାରେ ସାହାଯ୍ୟ କରିଥାଏ l ଏବଂ ମାଂସପେଶୀ ଯନ୍ତ୍ରଣା ରୁ ଆରାମ ଦେଇଥାଏ, ଏବଂ ପାଚନ କ୍ରିୟା ରେ ସୁଧାର ଆଣିଥାଏ l ସୋରିଷ ତେଲ ଗରମ ହୋଇ ଥିବାରୁ ଶୀତ ଋତୁରେ ଶରୀର ପାଇଁ କ୍ଷତି କାରକ l

୫ –
ଅଲିଭ ତେଲ –
ଅଲିଭ ତେଲ ଆଣ୍ଟି ଏଜିଙ୍ଗ ଅଟେ l ଏହା ଏନ୍ଟିଆକ୍ସିଡେଣ୍ଟ ରେ ଭରପୁର ହୋଇ ଥିବାରୁ ଆଣ୍ଟି ଏଜିଙ୍ଗ ପାଇଁ ଉପକାରୀ l ଏବଂ ହାର୍ଟ କୁ ମଧ୍ୟ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ ଅଲିଭ ଅଏଲ l

୬ –
କlଷ୍ଟର ଅଏଲ –
କାଷ୍ଠର ଅଏଲ ମାସିକ ଋତୁ ସ୍ରାବ ସମ୍ବନ୍ଧିତ ଯନ୍ତ୍ରଣା ରୁ ଆରମ୍ ଦେଇଥାଏ l ଏବଂ ପାଚନ ତନ୍ତ୍ର ରେ ସୁଧାର ଆଣିଥାଏ l ଏବଂ ପାଚନ ତନ୍ତ୍ର ଡିଟକ୍ସିଫାଂଏ କରିବାରେ ସୁଧାର ଆଣିଥାଏ ଏବଂ ପାଚନ ତନ୍ତ୍ର କୁ ଉନ୍ନତ କରିଥାଏ l

୭ –
ଟି ଅଏଲ –
ଏହା ଆଣ୍ଟିସେପ୍ଟିକ ଏବଂ ଆଣ୍ଟି ମାଇକ୍ରୋବିଆଲ ଗୁଣରେ ଭରପୁର ଅଟେ l ଏହା ତ୍ୱଚା କୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ, ଏବଂ ବ୍ରଣ ହେବାରୁ ରକ୍ଷା କରିଥାଏ l ତ୍ୱଚା କୁ ସୁନ୍ଦର ଓ ଉଜ୍ଜଳ ରଖେ l

୮ –
ଦେଶୀ ଘିଅ –
ଦେଶୀ ଘିଅ ପାଚନ ତନ୍ତ୍ର ରେ ସୁଧାର ଆଣିଥାଏ l ଏବଂ ତ୍ୱଚା କୁ ପୋଷଣ ଯୋଗାଇ ଥାଏ l ଏବଂ ବିଶେଷ କଥାଟି ହେଲା ପୋଷଣ ର ଉପଚାର ପାଇଁ ଖୁବ ହିତକର ଅଟେ l

୯ –
ଯୋଯବା ଅଏଲ -‘
ଏହି ତେଲ ତ୍ୱଚା କୁ ମଇଶ୍ଚର କରିଥାଏ l ଶୀତ ଋତୁରେ ଶୁଷ୍କ ତ୍ୱଚା ପାଇଁ ଖୁବ ହିତକର ଅଟେ l ଏଥିରେ ମଲଟି ମାଇକ୍ରୋବିଏଲ ଗୁଣ ରହିଥିବା କାରଣରୁ ବିଭିନ୍ନ ସଂକ୍ରମଣ ନିକଟରୁ ରକ୍ଷା କରିଥାଏ l

୧୦ –
ରାଶି ତେଲ –
ରାଶି ତେଲ ବିଷ ହରଣ କରିବାରେ ସାହାଯ୍ୟ କରିଥାଏ, ତ୍ୱଚା ର କୁଞ୍ଚନ ଦୂର କରିବାରେ ସାହାଯ୍ୟ କରିଥାଏ l ଏହା ଆଣ୍ଟିଅକ୍ସିଡାଣ୍ଟ ରେ ଭରପୁର ହୋଇଥିବା କାରଣରୁ ହାଡ଼ ର ଜଏଣ୍ଟ ରେ ସୁଧାର ଆଣିଥାଏ l ହାଡ଼ କୁ ସୁସ୍ଥ ରଖିଥାଏ l

Leave A Reply