ବାଲିକୁଦା- ବାଲିକୁଦା ସ୍ୱାସ୍ଥ୍ୟ କେନ୍ଦ୍ରରେ କରନା ସତର୍କତା ପାଇଁ ଖୋଲିଲା ପୃ୍ୟକିକରଣ ଅର୍ନ୍ତବିଭଗ । ଦାୟୁତ୍ୱରେ ଥିବା ଶିଶୁ ବିଭାଗର ଡଃ ହିମାଂଶୁ ସାହୁଙ୍କ ତତ୍ୱା ବଧାନରେ ବାଲିକୁଦା ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪ ଶଯ୍ୟା ବିଶିଷ୍ଟ କରନା ରୋଗୀଙ୍କ ପାଇଁ ପ୍ରର୍ଥମିକତା ଦୃଷ୍ଟିରୁ ଏହି ସୁବିଧା ଉପଲବ୍ଧ ହେବବୋଲି ଡଃ ସାହୁ ପ୍ରକାଶ କରିଛନ୍ତି ।
ବାଲିକୁଦା ଶିଶୁ ଓ ମାତୃସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବରୁ ଡାକ୍ତର ମରୁଡି ପଡିଥିଲା ବାଲିକୁଦା ଏରସମା ବିଧାୟକ ତଥା ଓଡିଶାର ସୂଚନା ଲୋକସଂପର୍କ ଓ ଜଳସଂପଦ ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପ୍ରଚେଷ୍ଟା ରେ ବାଲିକୁଦା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ଭାବରେ ୫ଜଣ ଡାଃ ଯୋଗଦେଇଥିବାରୁ ସ୍ୱାସ୍ଥ୍ୟ ସେବା ସୁଧୁରିବାରେ ଲାଗିଛି ।
ବର୍ତ୍ତମାନ ଏହି ସ୍ୱାସ୍ଥ୍ୟ କେନ୍ଦରେ ଡାଃ ମଧୁସ୍ମିତା ଦାସ , ଡାଃ ଦିବ୍ୟ ପ୍ରସାଦ ବହିରା,ଡଃ ୫ାନରଂଜନ ନାୟକ, ଡଃ ସାପଂଲ୍ୟ ଜେନା , ଆୟୁଶ ବିଭାଗର ଡଃ ରଜତ ରଜଂନ ରାଉତ,ଡଃ ସୂଚିସ୍ମିତା ଅଚାର୍ଯ୍ୟ,ଡଃ ସଂଘମିତ୍ରା ନାୟକ, ଡଃ ବିଶ୍ୱନାଥ ପ୍ରଧାନ ଓ ଫାରମାଷ୍ଟିସ ଭାବରେ ନିରଜଂନ ଓଝା, ସାରଦା ପ୍ରସାଦ ଦାସ, ଗାୟତ୍ରୀ ବେହେରା, କାର୍ଯ୍ୟରତ ଅଛନ୍ତି । କରନା ପାଇଁ ଖୋଲାଯାଇଥିବା ପୃଥକିକରଣ ଅର୍ନ୍ତବିଭାଗ ଅବ୍ୟବସ୍ଥା ଅବସ୍ଥାରେ ଖୋଲାଯାଇଛି ।