Odisha news

ସମଗ୍ର ଦେଶରେ ୪୬୪୩୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ,ଆକ୍ରାନ୍ତଙ୍କ ମଧ୍ୟରୁ୧୨୭୨୬ ଜଣ ସୁସ୍ଥ , ୧୫୬୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି

0

ନୂଆଦିଲ୍ଲୀ:ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୬ ଜଣ, ଆସାମରେ ୧ଜଣ, ବିହାରରେ ୪ ଜଣ, ଚଣ୍ଡିଗଡ଼ରେ ୧ଜଣ, ଦିଲ୍ଲୀରେ ୬୪ ଜଣ, ଗୁଜରାଟରେ ୩୧୯ ଜଣ, ହରିୟାଣାରେ ୬ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୮ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୨୭ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୬୫ ଜଣ, ମହାରାଷ୍ଟ୍ରରେ ୫୮୩ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୨୩ ଜଣ, ରାଜସ୍ଥାନରେ ୭୭ ଜଣ, ତାମିଲନାଡୁରେ ୩୧ ଜଣ, ତେଲେଙ୍ଗାନାରେ ୨୯ ଜଣ, ଉତ୍ତରପ୍ରଦେଶରେ ୫୦ ଜଣ ଏବଂ ପଶ୍ଚମବଙ୍ଗରେ ୧୩୩ ଜଣ

ମେ ୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୪୬୪୩୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭୨୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୫୬୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୬୫୦), ଅରୁଣାଚଳ ପ୍ରଦେଶ (୧), ଆସାମ (୪୩), ବିହାର (୫୨୮), ଚଣ୍ଡିଗଡ଼ (୧୦୨), ଛତିଶଗଡ଼ (୫୮), ଦିଲ୍ଲୀ (୪୮୪୯), ଗୋଆ (୭), ଗୁଜରାଟ (୫୮୦୪), ହରିୟାଣା (୫୧୭), ହିମାଚଳ ପ୍ରଦେଶ (୪୧), ଜମ୍ମୁ ଓ କଶ୍ମୀର (୭୨୬), ଝାଡ଼ଖଣ୍ଡ (୧୧୫) କର୍ଣ୍ଣାଟକ (୬୫୧), କେରଳ (୫୦୦), ଲଦାଖ (୪୧), ମଧ୍ୟପ୍ରଦେଶ (୨୯୪୨), ମହାରାଷ୍ଟ୍ର (୧୪୫୪୧), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୬୯), ପୁଦ୍ଦୁଚେରୀ (୮), ପଞ୍ଜାବ (୧୨୩୩), ରାଜସ୍ଥାନ (୩୦୬୧), ତାମିଲନାଡୁ (୩୫୫୦), ତେଲେଙ୍ଗାନା (୧୦୮୫), ତ୍ରିପୁରା (୨୯), ଉତ୍ତରାଖଣ୍ଡ (୬୦), ଉତ୍ତରପ୍ରଦେଶ (୨୭୬୬) ଓ ପଶ୍ଚିମବଙ୍ଗ (୧୨୫୯) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୨), ଆନ୍ଧ୍ରପ୍ରଦେଶ (୫୨୪), ଅରୁଣାଚଳ ପ୍ରଦେଶ (୧), ଆସାମ (୩୨), ବିହାର (୧୩୦), ଚଣ୍ଡିଗଡ଼ (୨୧), ଛତିଶଗଡ଼ (୩୬), ଦିଲ୍ଲୀ (୧୪୩୧), ଗୋଆ (୭), ଗୁଜରାଟ (୧୧୯୫), ହରିୟାଣା (୨୪୫), ହିମାଚଳ ପ୍ରଦେଶ (୩୪), ଜମ୍ମୁ ଓ କଶ୍ମୀର (୩୦୩), ଝାଡ଼ଖଣ୍ଡ (୨୭), କର୍ଣ୍ଣାଟକ (୩୨୧), କେରଳ (୪୬୨), ଲଦାଖ (୧୭), ମଧ୍ୟପ୍ରଦେଶ (୭୯୮), ମହାରାଷ୍ଟ୍ର (୨୪୬୫), ମଣିପୁର (୨), ଓଡ଼ିଶା (୬୦), ପୁଦ୍ଦୁଚେରୀ (୫), ପଞ୍ଜାବ (୧୨୧), ରାଜସ୍ଥାନ (୧୩୯୪), ତାମିଲନାଡୁ (୧୪୦୯), ତେଲେଙ୍ଗାନା (୫୮୫), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୯), ଉତ୍ତରପ୍ରଦେଶ (୮୦୨) ଓ ପଶ୍ଚିମବଙ୍ଗ (୨୧୮) ।

 

Leave A Reply