ରବିବାର: ନୂଆ ଶିକ୍ଷା ଲାଭ କରିବେ। ସୋମ ଓ ମଙ୍ଗଳବାର: ଉନ୍ନତି ଲାଗି ନୂଆ ଦ୍ବାର ଖୋଲିବ। ବୁଧ ଓ ଗୁରୁବାର: ବୈବାହିକ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର: ଧାର୍ମିକ କାର୍ୟ୍ୟରେ ମନ ଲାଗିବ।
ରବିବାର: ରାଜନୀତିରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର: ପ୍ରେମ ସମ୍ବନ୍ଧ ଭଲ ରହିବ। ବୁଧ ଓ ଗୁରୁବାର: ନୂଆ କାମ ମିଳିପାରେ। ଶୁକ୍ର ଓ ଶନିବାର: ବେପାରରେ ଉନ୍ନତି ହେବ।
ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳ ନୂଆ ଦାୟିତ୍ବ ଗ୍ରହଣ କରିବେ। ବୁଧ ଓ ଗୁରୁବାର: କାରବାରରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ଶତ୍ରୁଙ୍କୁ ପରାସ୍ତ କରିବେ।
ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଦାୟିତ୍ବକୁ ପୂରା କରିବେ। ବୁଧ ଓ ଗୁରୁବାର: ଅସହାୟଙ୍କୁ ସହାୟତା କରିବେ। ଶୁକ୍ର ଓ ଶନିବାର: ବିଦ୍ୟାର୍ଥୀଙ୍କ ଲାଗି ସମୟ ଭଲ।
ରବିବାର: ଉପହାର ପାଇବେ। ସୋମ ଓ ମଙ୍ଗଳବାର: ଧନପ୍ରାପ୍ତି ହେବ। ବୁଧ ଓ ଗୁରୁବାର: ସାହିତ୍ୟ ଆଦିରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ନିର୍ମାଣ କାର୍ୟ୍ୟ ଲାଗି ଯୋଜନା କରିବେ।
ରବିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସୋମ ଓ ମଙ୍ଗଳବାର: ନୂଆ ଦାୟିତ୍ବ ମିଳିପରାରେ। ବୁଧ ଓ ଗୁରୁବାର: ବ୍ୟବସାୟରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ସରକାରୀ କାମରେ ସାହାଯ୍ୟ ମିଳିପାରେ।
ରବିବାର: ବେପାରରେ ଲାଭ ପାଇବେ। ସୋମ ଓ ମଙ୍ଗଳବାର: ଘର ଖର୍ଚ୍ଚ ବଢ଼ିପାରେ। ବୁଧ ଓ ଗୁରୁବାର: କାର୍ୟ୍ୟ କ୍ଷେତ୍ରରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ସନ୍ତାନ ସୁଖ ପାଇବେ।
ରବିବାର: ସଫଳତା ସୁନିଶ୍ଚିତ ହେବ। ସୋମ ଓ ମଙ୍ଗଳବାର: ନୂଆ ସମ୍ବନ୍ଧରୁ ଲାଭ ମିଳିପାରେ। ବୁଧ ଓ ଗୁରୁବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶୁକ୍ର ଓ ଶନିବାର: ସ୍ବାସ୍ଥ୍ୟରେ ସୁଧାର ହେବ।
ରବିବାର: ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ସୋମ ଓ ମଙ୍ଗଳବାର: କାମ ପ୍ରତି ସକ୍ରିୟ ରହିବେ। ବୁଧ ଓ ଗୁରୁବାର: ରାଜନୀତିରେ ଲାଭ ପାଇବେ। ଶୁକ୍ର ଓ ଶନିବାର: ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ।
ରବିବାର: ଅଧିକ ସମୟ ଚିନ୍ତିତ ରହିବେ। ସୋମ ଓ ମଙ୍ଗଳବାର: ନୂଆ ଦାୟିତ୍ବ ମିଳିପାରେ। ବୁଧ ଓ ଗୁରୁବାର: ବେପାରରେ ଲାଭ ପାଇବେ। ଶୁକ୍ର ଓ ଶନିବାର: ପ୍ରେମ ପ୍ରସ୍ତାବ ମିଳିପାରେ।
ରବିବାର: ମହିଳାମାନଙ୍କୁ ଖୁସି ଖବର ମିଳିବ। ସୋମ ଓ ମଙ୍ଗଳବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ବୁଧ ଓ ଗୁରୁବାର: ଧର୍ମ କାର୍ଯ୍ୟରେ ମନ ଲାଗି ରହିବ। ଶୁକ୍ର ଓ ଶନିବାର: ଚାକିରିଜୀବୀଙ୍କୁ ଲାଭ ମିଳିବ।
ରବିବାର: ଖୁସିରେ ସମୟ ବିତିବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ବୁଧ ଓ ଗୁରୁବାର: ବଡ଼ ନିର୍ଣ୍ଣୟ ନେଇପାରନ୍ତି। ଶୁକ୍ର ଓ ଶନିବାର: ସମ୍ବନ୍ଧ ଓ କାମ ମଧ୍ୟରେ ତାଳମେଳ ରହିବ।