Browsing Category
ଖେଳ
Sports
ବିସିସିଆଇ ସହିବ ବିପୁଳ କ୍ଷତି !
ନ ୂ ଅ । ଦ ି ଲ ୍ଲ ୀ , ୧ ୩ । ୩ ( ଏ େ ଜ ନ ୍ସି ) :
କରୋନା ଯୋଗୁଁ ଆଇପିଏଲ୍ ଆଗାମୀ ଏପ୍ରିଲ ୧୫ ତାରିଖ ଯାଏଁ ଘୁଞ୍ଚିଛି । ଯଦି…
ଏପ୍ରିଲ ୧୫ ଯାଏଁ ଘୁଞ୍ଚିଲା ଆଇପିଏଲ୍
ମୁମ୍ବାଇ,୧୩ା୩(ଏଜେନ୍ସି): କରୋନା ଭାଇରସ୍କୁ ନେଇ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଜାରି ହେବା ପରେ କ୍ରୀଡା ଜଗତରେ ହଇଚଇ ଆରମ୍ଭ…
କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଘୁଞ୍ଚିଲା ଆଇପିଏଲ୍
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣକୁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କରୋନାକୁ ନେଇ…
ଭାରତ- ଦ.ଆଫ୍ରିକା ପ୍ରଥମ ଦିନିକିଆ
ଧର୍ମଶାଳା,୧୧ା୩(ଏଜେନ୍ସି): ଭାରତ ଓ ଭ୍ରମଣକାରୀ ଦ.ଆଫ୍ରିକା ମଧ୍ୟରେ ଗୁରୁବାରଠୁ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ…
ଛକା ବର୍ଷା କଲେ ହାର୍ଦ୍ଦିକ ପାଣ୍ଡ୍ୟା, ୫୫ ବଲରେ ମାରିଲେ ୨୦ଟି ଛକା
ମୁମ୍ବାଇ: ପଡ଼ିଆରେ ଦମ ଦେଖାଇଲେ ପାଣ୍ଡ୍ୟା । ପୁଣିଥରେ ମୈଦାନରେ ଦେଖିବାକୁ ମିଳିଲା ହାର୍ଦ୍ଦିକଙ୍କ ହାଇଭୋଲଟେଜ ଇନିଂସ । ୫୫ ବଲରେ ୧୫୮…
ପ୍ରଥମ ଥର ଲାଗି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ରେ ପହଞ୍ଚିଲା ଭାରତ
ସିଡ୍ନି : ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଅପରାଜେୟ ଥିବା ଭାରତ ଫାଇନାଲରେ ପହଞ୍ଚିଥିବା ଜଣାଯାଇଛି। ପ୍ରଥମ ଥର ଲାଗି ମହିଳା…
ସର୍ବଭାରତୀୟ ବନବିଭାଗ କ୍ରୀଡା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩ା୩ : ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍ରେ ୨୫ତମ ସର୍ବଭାରତୀୟ ବନ ବିଭାଗ କ୍ରୀଡ଼ା ଉଦ୍ଘାଟିତ ହୋଇଯାଇଛି । ସ୍ୱତନ୍ତ୍ର ଉତ୍ସବରେ…
ପଡ଼ିଆରେ କୁନି ତେନ୍ଦୁଲକରଙ୍କୁ ଦେଖି ରହିପାରିଲେନି ସଚ୍ଚିନ୍, ଟୁଇଟ୍ କରି ଲେଖିଲେ ଏମିତି କଥା
ମୁମ୍ବାଇ: ସଚ୍ଚିନ୍ ତେନ୍ଦୁଲକର ପୁଣି ଥରେ ନିଜର ସହୃଦୟ ପଣିଆ ପ୍ରମାଣିତ କରିଛନ୍ତି। ତାଙ୍କୁ ଟ୍ୟାଗ କରି ଜଣେ ପ୍ରଶଂସକ କରିଥିବା ଟୁଇଟର…
ଇମ୍ଫା ଭଲିବଲ; ଥେରୁବାଲି ଚମ୍ପିଅନ
ବ୍ୟାସନଗର: ସୁକିନ୍ଦା କାଳିଆପାଣି ଠାରେ ଥିବା ଇମ୍ଫା କମ୍ପାନୀର ସୁକିନ୍ଦା ଓ ମହାଗିରି ଖଣି(କ୍ରୋମାଇଟ) ଆନୁକୂଲ୍ୟରେ ମହାଗିରି ଏନକ୍ଲେପ୍…
ପୁଣି ସେଇ ଭୁଲ କଲା ଭାରତ: ଜମିସନ୍ଙ୍କୁ ୫ ୱିକେଟ୍, କୋହଲି ବାହିନୀ ୨୪୨
ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ୍ର ୫ ଜଣିଆ ପେସ୍ ଆକ୍ରମଣ ଭାରତ ପାଳିକୁ ଦୁଇ ଦୁଇ ଥର ଦୃଢ଼ ସ୍ଥିତିରୁ ପଛକୁ ଟାଣିଦେବାରୁ ଭ୍ରମଣକାରୀ…