Browsing Category
ଖେଳ
Sports
ବର୍ଷା ବ୍ୟାଘାତ ମଧ୍ୟରେ ପାକିସ୍ତାନ ଟପ୍ ଅର୍ଡର ୧୨୬ ରନ୍ କରି ପାଞ୍ଚଟି ୱିକେଟ୍ ହରାଇଲେ
ବର୍ଷା ପ୍ରତିବନ୍ଧକ ମଧ୍ୟରେ ଗୁରୁବାର ଦ୍ୱିତୀୟ କ୍ରିକେଟ୍ ଟେଷ୍ଟର ପ୍ରଥମ ଦିନରେ ପାକିସ୍ତାନ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଇଂଲଣ୍ଡର ଦ୍ରୁତ…
ସାଉଥମ୍ପଟନ୍ ଟେଷ୍ଟ : ପାକିସ୍ତାନ ୧୦୨/୩
ସାଉଥମ୍ପଟନ, ୧୩ା୮ (ଏଜେନ୍ସି) : ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍…
୧୧ ବର୍ଷ ପରେ ଦଳକୁ ଫେରିଲେ ଫୱାଦ
ସାଉଥମ୍ପଟନ, ୧୩ା୮ (ଏଜେନ୍ସି) : ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସାଉଥମ୍ପଟନ୍ର ରୋଜବାଉଲ ଷ୍ଟାଡିୟମ୍ରେ ଖେଳାଯାଉଛି ।…
ପୂର୍ବତନ ପାକିସ୍ତାନ ଅଧିନାୟକ ବ୍ରିଟେନରେ ‘ବାୟୋ ବବୁଲ୍'(ସୁରକ୍ଷା ପ୍ରୋଟୋକଲ) ଭାଙ୍ଗିଲେ…
ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ଦ୍ୱାରା ପ୍ରସ୍ତୁତ ଜୈବିକ ସୁରକ୍ଷା ପ୍ରୋଟୋକଲକୁ ଭାଙ୍ଗି ଦେଇଥିବା ପୂର୍ବତନ ଅଧିନାୟକ ମହମ୍ମଦ…
ଫୋବର୍ସ ୨୦୨୦ : WWE ର ରେସଲର “ରକ” ବିଶ୍ୱର ସବୁଠାରୁ ଅଧିକ ରୋଜଗାର କରୁଥିବା…
ନୂଆଦିଲ୍ଲୀ : ଫୋବର୍ସ ୨୦୨୦ ର ସବୁଠାରୁ ଅଧିକ ରୋଜଗାର କରୁଥିବା ଟପ-10 ଷ୍ଟାରଲିଷ୍ଟ ଜାରି କରିଛି l ଏହି ଲିଷ୍ଟ ଅନୁସାରେ ଚଳିତ ବର୍ଷ…
ପିସିବି-ବିସିସିଆଇ ମଧ୍ୟରେ ମତଭେଦ ନାହିଁ
ନୂଆଦିଲ୍ଲୀ,୧୨ା୮(ଏଜେନ୍ସି): ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ପିସିବି)…
ଷ୍ଟୋକ୍ସଙ୍କ ଅନୁପସ୍ଥିତି ସତ୍ତେ୍ୱ ସିରିଜ୍ ଜିତିବ ଇଂଲଣ୍ଡ: ଭନ୍
ସାଉଥମ୍ପଟନ୍,୧୨ା୮(ଏଜେନ୍ସି): ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହୋଇସାରିଛି ।…
ୟୁଏଇର ସ୍ଲୋ ପିଚ୍ ସିଏସ୍କେକୁ ସହାୟକ ହେବ: ୱାଟସନ୍
ଚେନ୍ନାଇ,୧୨ା୮(ଏଜେନ୍ସି): ସାଧାରଣତଃ ୟୁଏଇର ସମସ୍ତ ଷ୍ଟାଡିୟମ୍ ଗୁଡିକ ଧୀମା ପିଚ୍ ପାଇଁ ଜଣାଶୁଣା । ଅର୍ଥାତ୍ ପ୍ରତି ମ୍ୟାଚ୍…
ରାଜସ୍ଥାନ ରୟାଲ୍ସ ଫିଲïିଂ କୋଚଙ୍କୁ କରୋନା
ନୂଆଦିଲ୍ଲୀ,୧୨ା୮(ଏଜେନ୍ସି): ଆଇପିଏଲର ଅନ୍ୟତମ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସର ଫିଲïିଂ କୋଚ୍ ତଥା ପୂର୍ବତନ ରାଜସ୍ଥାନ ୱିକେଟ୍କିପର…
୩୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ବିସିସିଆଇର ଆଶା
ମୁମ୍ବାଇ,୧୨ା୮(ଏଜେନ୍ସି): ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷ ଆଇପିଏଲ୍ରେ ୩୦୦ କୋଟି ଟଙ୍କା ସଂଗ୍ରହ କରିବାକୁ…