Odisha news

ଭାରତର ପରାଜୟ କୁ ନେଇ ପାକିସ୍ଥାନରେ ଛି ଛାକର

0

ପାକିସ୍ଥାନୀ ଖେଳାଳୀଙ୍କର ରୋହିତ ଶର୍ମା ଙ୍କ ପ୍ରଶଂସା
ପ୍ରଶଂସାରେ ପୋତିଲେ ରୋହିତ ଶର୍ମାଙ୍କୁ
ଭାରତୀୟ ବୋଲର ଙ୍କର ଆକ୍ଷେପ କଲେ ପାକିସ୍ଥାନୀ ଖେଳାଳୀ
ରୋହିତ-କୋହଲି ଙ୍କ ଯୋଡିକୁ କହିଲେ ଷ୍ଟାର ଯୋଡି

ରୋହିତ ଶର୍ମା ଙ୍କର ୧୩୮ ରନର ଧୂଆଁଧାର ବ୍ୟାଟିଂ ପରେ କ୍ରିକେଟ ରୁ ସନ୍ୟାସ ନେବାର କଥା କିଛି ମାତ୍ରାରେ ବର୍ତମାନ ଦବି ଯାଇଛି, ଭାରତ ଇଂଲଣ୍ଡ ସିରିଜ ରେ ୧-୨ ରେ ପରାଜୟ ଲାଭ କରିଛି, କିନ୍ତୁ ଚାରିଆଡେ ହିଟ ମ୍ୟାନ ରୋହିତ ଶର୍ମା ଙ୍କ ନାମର ପ୍ରଶଂସା ଶୁଣିବାକୁ ମିଳୁଛି, ଏମିତି କି ହିଟ ମ୍ୟାନ ଙ୍କ ଶତକ ର ଗୁଞ୍ଜରଣ ପାକିସ୍ଥାନ ପର୍ଯ୍ୟନ୍ତ ଶୁଣା ଯାଇଛି, ପାକିସ୍ଥାନ କ୍ରୀକେଟିଅର କାମରାନ ଏକମଲ ଭାରତୀୟ ବୋଲରଙ୍କର ଅସମ୍ମାନ କରିଛନ୍ତି ସତ, କିନ୍ତୁ ରୋହିତ ଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି l  ଏବଂ ରୋହିତ ଙ୍କର କ୍ରିକେଟ ରୁ ସନ୍ୟାସ ନେବାକୁ ମଧ୍ୟ ସମାଲୋଚନା କରିଛନ୍ତି l

ଇଣ୍ଡିଆନ ଏକ୍ସପ୍ରେସ ରଗାଟିଏ ରିପୋର୍ଟ ଅନୁସାରେ କୁହାଯାଇଛି ଯେ ଲର୍ଡସ ରେ ରୋହିତ ଶର୍ମା ଶେଷ ଥର ପାଇଁ ମୈଦାନ କୁ ଓଲ୍ହାଇବେ ବୋଲି ସୋସିଆଲ ମିଡିଆରେ ଭାଇରଲ ହେଉଥିଲା, ଏହାକୁ ନେଇ କେହି ଗମ୍ଭୀର ଙ୍କୁ ଆକ୍ଷେପ କରିଥିଲା ତ ଆଉକେହି ଅଜିତ ଅଗରକର ଙ୍କୁ, କିନ୍ତୁ ଏହି ସମୟରେ ଆସିଥିଲା ରୋହିତ ଶର୍ମାଙ୍କ ବୟାନ , ଯେଉଁଥିରେ ସେ ଟିମ୍ ଇଣ୍ଡିଆ ର ସଫଳତା ପାଇଁ ଖେଳିବେ ବୋଲି  କହିଥିଲେ l

ଏହାପରେ ଲର୍ଡସ ରେ ରୋହିତ ଙ୍କ ଶତକ ଦେଖି ସମସ୍ତେ ହୋଇ ଯାଇଥିଲେ ଚକିତ l ପାକିସ୍ଥାନ ଖେଳାଳି କାମରାନ କହିଛନ୍ତି ‘ରୋହିତଙ୍କ ଶତକ ଗୋଟିଏ ଦମଦାର ଶତକ ଥିଲା, ଯାହାକି ସମସ୍ତେ ମନେରଖିବେ, ରୋହିତ ଶର୍ମା ସମାଲୋଚକ ଙ୍କୁ ଉଚିତ ଜବାବ ଦେଇଛନ୍ତି, ରୋହିତ-ବିରାଟ ଙ୍କର ଭାରତୀୟ ଦଳ ପ୍ରତି ଖୁବ ଅବଦାନ ଅଛି, ସେ ୨ ଜଣ ଆଜିମଧ୍ୟ ସୁପର ଷ୍ଟାର , ସେମାନେ ଯେତେବେଳେ ଚାହିଁବେ ସେତେବେଳେ କ୍ରିକେଟ ରୁ ସନ୍ୟାସ ନେବେ l ‘

ଅନ୍ୟପକ୍ଷରେ କମରନ ଭାରତୀୟ ବୋଲର ଙ୍କର ଖୁବ ସମାଲୋଚନା କରିଛନ୍ତି, ଅର୍ଶ ଦୀପ ସିଂ ଅନୁଭବୀ ହୋଇ ପାରନ୍ତି କିନ୍ତୁ ତାଙ୍କ ବୋଲିଂ ଲର୍ଡସ ରେ ଠିକ ନଥିଲା, ତାଙ୍କଠାରୁ ଭଲ ବୋଲର କୁଲଦୀପ ଯାଦବ ଥିବା ବେଳେ ତାଙ୍କୁ ପ୍ଲେଇଂ 11 ରେ ସାମିଲ କରିବା ଆବଶ୍ୟକ ଥିଲା ଅର୍ଶ ଦୀପ ଙ୍କୁ ନୁହେଁ  l ‘

ବର୍ତମାନ ପାକିସ୍ଥାନ ଟିମ ର ଭାରତୀୟ ବୋଲର ଙ୍କୁ ନେଇ ସମାଲୋଚନା ସୋସିଆଲ ମିଡିଆରେ ଭାଇରଲ ହେଉଛି, ଏହା କେବଳ ଏତିକିରେ ଥମି ନାହିଁ, ପାକିସ୍ଥାନ ଜନସାଧାରଣ ମଧ୍ୟ ଭାରତୀୟ ଦଳର ପରଫରମାନ୍ସ କୁ ନେଇ ମଜାଳିଆ କମେନ୍ଟ କରୁଛନ୍ତି l

Nalco
Leave A Reply