ସାନିଆ ମିର୍ଜା ଫେଡ୍ କପ୍ ହାର୍ଟ ଆୱାର୍ଡ ଜିତିଥିବା ପ୍ରଥମ ଭାରତୀୟ ଖେଳାଳି । ସମୁଦାୟ ଭୋଟର ଅଧାରୁ ଅଧିକ ଜିତିବା ଉପରେ ତାଙ୍କୁ ଏସିଆ ଓ ଓସିନିୟା କ୍ଷେତ୍ରରୁ ପ୍ରଥମ ସମ୍ମାନ ଦିଆଯାଇଛି । ମେ ୧ରୁ ଅନ୍ଲାଇନ୍ ପ୍ରକ୍ରିୟା ମାଧ୍ୟମରେ ମତଦାନ ଆରମ୍ଭ ହୋଇଥିଲା ଯେଉଁଥିରେ ସାନିଆ ୬୦% ସେୟାର ହାସଲ କରିଛନ୍ତି । କରୋନା ମହାମାରୀ ସହ ଲଢ଼ିବା ପାଇଁ ସେ ସମସ୍ତ ପୁରସ୍କାର
ରାଶି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଦାନ କରିବାର ନିଷ୍ପତ୍ତିେ ନ ଇ ଛ ; ି । ସ । ନ ି ଅ । କ ହ ି ଛ ; ି , ପ ୍ର ଥ ମ ଭ । ର ତ ୀ ୟ ଭାବେ ଫେଡ କପ୍ ହାର୍ଟ ଆୱାର୍ଡ ଜିତିବା ମୋ ପାଇଁ ସମ୍ମାନ । ମୁଁ ଏହି ପୁରସ୍କାରକୁ ପୂରା ଦେଶ ଓ ସମସ୍ତ ପ୍ରଶଂସକଙ୍କୁ ସମର୍ପିତ କରୁଛି ଏବଂ ମୋ ପାଇଁ ମତଦାନ କରିଥିବାରୁ ଧନ୍ୟବାଦ । ଭବିଷ୍ୟତରେ ଦେଶ ପାଇଁ ଅଧିକ ସମ୍ମାନ ଆଣିବି ବୋଲି ମୋର ଆଶା । ସେ ୨୦୦୦ ଡଲାର ପୁରସ୍କାର ରାଶି ଜିତିଛନ୍ତି । ୨୦୦୯ରେ ଆରମ୍ଭ ହୋଇଥିବା ଫେଡ୍ କପ୍ ହାର୍ଟ ଆୱାର୍ଡ ଦେଶକୁ ପ୍ରତିନିଧିତ୍ୱ କରୁଥିବା ଖେଳାଳିଙ୍କୁ ଦିଆଯାଏ ।
Next Post