Browsing Category
ଦେଶ- ବିଦେଶ
କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଘୁଞ୍ଚିଲା ଆଇପିଏଲ୍
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣକୁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କରୋନାକୁ ନେଇ…
ଶାକାହାରୀ କୁମ୍ଭୀର!:ସମସ୍ତଙ୍କୁ ବିସ୍ମିତ କେହି କେହି କୁମ୍ଭୀରକୁ ବିଷ୍ଣୁଙ୍କ ଅବତାର ଭାବନ୍ତି।
କେରଳର କାସରଗଡ଼ ଜିଲ୍ଲା ଅନ୍ତର୍ଗତ ଅନନ୍ତପୁରା ଗାଁରେ ଥିବା ପ୍ରାଚୀନ ବିଷ୍ଣୁ ମନ୍ଦିରର ଖ୍ୟାତି ସୁଦୂରପ୍ରସାରୀ। ମନ୍ଦିରଟି ଗୋଟିଏ…
କରୋନା ଆତଙ୍କ: ବିଶ୍ବବ୍ୟାପୀ ସଙ୍କଟ ବଢ଼ୁଛି, ଏବେ ୧୨୫ ରାଷ୍ଟ୍ରରେ କରୋନା ୧୨୭,୭୬୯ ଜଣ ଭାଇରସ୍…
ନୂଆଦିଲ୍ଲୀ : ବିଶ୍ବବ୍ୟାପୀ ଏବେ ୧୨୫ଟି ରାଷ୍ଟ୍ରରେ କରୋନା ଭାଇରସ୍ ବ୍ୟାପି ସାରିଛି। ଆଜି ସୁଦ୍ଧା ୧୨୭,୭୬୯ ଜଣ ଭାଇରସ୍ ଆକ୍ରାନ୍ତ…
ପବଜୀ କଲା ପାଗଳ: ହାତଗୋଡ଼ ବାନ୍ଧି ଯୁବକଙ୍କୁ ହସ୍ପିଟାଲକୁ ନେଲେ ପରିବାର ଲୋକ
ପାଟନ: ହସ୍ପିଟାଲରେ ପହଁଚାଇଦେଲା ପବଜୀ ଖେଳିବାର ନିଶା। ହାତଗୋଡ଼ ବାନ୍ଧି ଘରର ଭେଣ୍ଡିଆ ପୁଅକୁ ହସ୍ପିଟାଲକୁ ନେଇଗଲେ ପରିବାର ଲୋକ। ବିହାରର…
ଦଙ୍ଗାକାରୀଙ୍କ ଫଟୋ ଥିବା ହୋର୍ଡିଂ ମାମଲା : ଯୋଗୀ ସରକାରଙ୍କ ଉପରେ ସୁପ୍ରିମକୋର୍ଟ ବିରକ୍ତ
ନୂଆଦିଲ୍ଲୀ : ଦଙ୍ଗାକାରୀଙ୍କ ଫଟୋଚିତ୍ର ଥିବା ହୋର୍ଡିଂ ସର୍ବସାଧାରଣରେ ମାରିବା ନେଇ କୌଣସି ନିୟମ ନାହିଁ ବୋଲି ସୁପ୍ରିମ କୋର୍ଟ ଉତ୍ତର…
ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ
ନୂଆଦିଲ୍ଲୀ: ଗୁରୁବାର ବିଜୁ ଜନତା ଦଳର ସାଂସଦମାନେ ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରି ଚତୁର୍ଦ୍ଦଶ ଅର୍ଥ…
ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼େଇ (ଡ୍ୟାନି)ଙ୍କ ନୂଆ ଜୀବନସାଥୀ ହେଲେ ଝିଲିକ୍!
ଭୁବନେଶ୍ବର : ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ସାବ୍ୟସ୍ତ ହୋଇଛି। ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼େଇ (ଡ୍ୟାନି) ଆଜି ନୂଆ…
ଷ୍ଟେଟ୍ ବ୍ୟାଙ୍କ କଲା ସୁଧ ହ୍ରାସ
ମୁମ୍ବାଇ: ଜମାକାରୀଙ୍କ ଲାଗି ଦୁଃସମ୍ବାଦ । ଭାରତୀୟ ଷ୍ଟେଟ ବ୍ୟାଙ୍କ ସବୁ ପ୍ରକାର
ସଂଚୟ ଜମା ଖାତାରେ ସୁଧହାର ୩ ପ୍ରତିଶତକୁ ହ ୍ରାସ…
ଶ୍ମଶାନରୁ ମଣିଷ ହାତ ଆଣି ପତ୍ନୀଙ୍କୁ ରୋଷେଇ କରିବାକୁ ଦେଲେ ନିଶାସକ୍ତ ଯୁବକ, ତା’ପରେ ଘଟିଲା…
ଲକ୍ଷ୍ନୌ: ଲକ୍ଷ୍ନୌର ବିଜନୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମଦ୍ୟପ ବ୍ୟକ୍ତି ନିକଟସ୍ଥ ଏକ ଶ୍ମଶାନରୁ ମଣିଷ ହାତ…
କମିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ, ୧୧ା୩ : ପ୍ରଥମେ କରୋନା ପ୍ରଭାବ ଓ ତା’ପରେ ସାଉଦି ଆରବ ଅଶୋଧିତ ତେଲର ଦାମ କମାଇବା ପରେ ପେଟ୍ରୋଲ ଓ ଡିଜେଲ ଦର ହ ୍ରାସ ପାଇଛି…