Odisha news

ଭଦ୍ରକ : ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀ କରୋନା ଆକ୍ରାନ୍ତ

0

ଭଦ୍ରକ :ବିଜେପିର ଭଦ୍ରକ ଜିଲ୍ଲା ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ପାଢୀ(କାଳିଆ)କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ଏଥି ସହିତ ସେ ତାଙ୍କ ସହିତ ମିଶିଥିବା ସମସ୍ତଙ୍କୁ ନିଜର ସ୍ୱାବ ଟେଷ୍ଟ ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ପାଢୀ ଭଦ୍ରକର ଏକ ଘରୋଇ ନର୍ସିଂହୋମ୍‍ରେ ଆଇସୋଲେସନରେ ରହିଥିବା ସହିତ ସେ ସୁସ୍ଥ ଥିବା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବହୁ ସମର୍ଥକ, ଶୁଭେଚ୍ଛୁ ଓ ଦଳୀୟ କର୍ମୀମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ, ଜିଲ୍ଲା ସଭାପତି ଶ୍ରୀ ପାଢୀ ଜିଲ୍ଲାର ପ୍ରଥମ ବିଜେପି ନେତା ଭାବେ କରୋନା ଆକ୍ରାନ୍ତ ହୋଇଛନ୍ତି

Leave A Reply