Odisha news

ସପ୍ତମ ଜିଲ୍ଲାସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ବ୍ରହ୍ମପୁର ତାଇକୋଣ୍ଡ ଟ୍ରେନିଂ ସ୍କୁଲର ସଫଳତା

0
ବ୍ରହ୍ମପୁର : ଛତ୍ରପୁର ଠାରେ 21 ଓ 22 ତାରିଖରେ ଆୟୋଜିତ ସପ୍ତମ ଜିଲ୍ଲା ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତ ରେ ବ୍ରହ୍ମପୁର ଟାଇକୋଣ୍ଡ ଟ୍ରେନିଂ ସ୍କୁଲର ପିଲାମାନେ କୃତିତ ହାସଲ କରିଛନ୍ତି।ସେଥି ମଧ୍ୟରୁ ଗୋଲ୍ଡ ମେଡାଲ 1ଗୋଟି,Silver medal 2 ଗୋଟି ଓ bronze medal 7ଗୋଟି ହାସଲ କରିଛନ୍ତି। ଏହି ପ୍ରତିଯୋଗୀତାରେ କୃତ୍ତିତ ହାସଲ କରିଥିବା ପ୍ରତିଯୋଗୀ ମାନେ କୋଚ ଜନୋଜ କୁମାର ମହାରଣା ଙ୍କ ତତ୍ଵଧ୍ଭାଧନରେ ଶିକ୍ଷା ଲାଭ କରିଥିଲେ। ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଛତ୍ରପୁର kmp accademy ଆୟାଯୋନ କରିଥିଲା ବେଳେ ଜିଲ୍ଲା ତାଇକୱଣ୍ଡୋ  ସଂପାଦକ k,Manoj Pradhan ଏହାର ପରିଚାଳନା କରିଥିଲେ।ଏଥିରେ 300 ପ୍ରତିଯୋଗୀ ଭାଗ ନେଇଥିଲେ।
Leave A Reply