ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ନିକଟରେ ଦ୍ରୁତ ବେଗରେ ବୃଦ୍ଧି ହେଉଛି ଶାରୀରିକ ବିକାସ ରିସର୍ଚ୍ଚ ରୁ ଆସିଲା ଆଶ୍ଚର୍ଯ୍ୟ କରିବା ଭଳି ଫ୍ୟାକ୍ଟସ
ଗତ କିଛି ବର୍ଷ ମଧ୍ୟରେ ପୁରୁଷ ମାନଙ୍କର ଶାରୀରିକ ବିକାଶ ବିଶେଷ ଭାବରେ ଉଚତା ଓ ଓଜନ ରେ ମହିଳାଙ୍କ ତୁଳନାରେ ଖୁବ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି l ଏହି ଅନ୍ତର , ଯାହାକୁ ସେକ୍ସୁଆଲ ସାଇଜ ଡ଼ାଈମୋର୍ଫିଜମ କୁହାଯାଇ ଥାଏ, ଏହା ଦର୍ଶାଇଥାଏ ବିକାଶ l ପର୍ଯାବରଣିୟ ପରିସ୍ଥିତି ଓ ସାମାଜିକ -ଆର୍ଥିକ ଫ୍ୟାକ୍ଟର କେଉଁ ପ୍ରକାରର ଶାରୀରିକ ବିକାଶ କୁ ପ୍ରଭାବିତ କରିଥାଏ l ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ମହିଳାଙ୍କ ଅପେକ୍ଷା ପୁରୁଷ ଙ୍କ ଶାରୀରିକ ବିକାଶ ଦ୍ରୁତ ଗତିରେ ହେଉଛି l
ପୁରୁଷ ଙ୍କ ଉଚତା ଓ ମସକୁଳର ବଡ଼ି କୁ ଐତିହାସିକ ଭାବରେ ଡେଭେଲପ୍ମେଣ୍ଟ ଲାଭ ସହିତ ଯୋଡ଼ା ଯୈଠିଚି, ଯେପରିକି ଶାରୀରିକ ଗଠନ ଏଭଳି ଦ୍ରୁତ ବେଗରେ ହୋଇଥାଏ ଯେ ଯାହାକି ବିଭିନ୍ନ ରୋଗର ପ୍ରାରମ୍ଭିକ କାର୍ଯ୍ୟ ହୋଇଥାଏ l ଏହା ବିଶେଷ ଭାବରେ ପର୍ଯାବରଣ ପରିବର୍ତ୍ତନ ର ପ୍ରଭାବ ବୋଲି କୁହାଯାଉଛି, କାହିଁକିନା ମହିଳା ମାନଙ୍କ ତୁଳନାରେ ପୁରୁଷ ମାନେ ପର୍ଯାବରଣ ପ୍ରତି ଅଧିକ ସେନସିଟିଭ ହେଉଛନ୍ତି l
* ପୋଷଣ ଓ ଉତେଜନା ର ପ୍ରଭାବ –
ଗବେଷଣା ଅନୁସାରେ ଆସିଥିବା ତଥ୍ୟ କୁ କୁହାଯାଇଛି ଯେଉଁଠାରେ ଉନ୍ନତ ପୋଷଣ ର ଉପଲବ୍ଧ ଅଟେ, ଯାହାଦ୍ୱାରା ଶାରୀରିକ ଗୁଣ ର ଅଧିକ ସୁଧାର ହୋଇଥାଏ, ବିଶେଷ ଭାବରେ ସମୃଧ ଦେଶରେ ଯେଉଁଠାରେ ହାଇ ଏନର୍ଜୀ ଡେଂସ ଫୁଡ ର ଅଧିକତା ଅଟେ, ପ୍ରାରମ୍ଭିକ ଉତେଜନା ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ, ଏହା ବ୍ୟତୀୟ ପ୍ରାରମ୍ଭିକ ଉତେଜନା ଯେପରିକି ରୋଗ ଓ କୁ-ପୋଷଣ ର ପ୍ରଭାବ ପୁରୁଷ ଙ୍କ ଉପରେ ମହିଳାଙ୍କ ତୁଳନାରେ ଅଧିକ ପଡୁଛି l
* କଣ କହୁଛି ବିଜ୍ଞାନ –
୧୦୦ ବର୍ଷ ଅଧ୍ୟୟନ ଅନୁସାରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ପୁରୁଷ ଙ୍କ ବୃଦ୍ଧି ର ପ୍ୟାଟର୍ନ ର ଅଧୟନ ର ସମୁଦାୟ ର ସ୍ୱାସ୍ଥ୍ୟ ର ମାପଦଣ୍ଡ ହୋଇପାରେ, ବିଶେଷ ଭାବରେ ଉଚତା, ଯାହାକି ପ୍ରାରମ୍ଭିକ ସ୍ଥିତିକୁ ଦର୍ଶାଇଥାଏ l କିନ୍ତୁ ଏହି ସ୍ଥିତି ଆଗାମୀ ଭବିଷ୍ୟତ ପାଇଁ ବିପଦ ହୋଇପାରେ ବୋଲି ଅଧୟନ ରେ କୁହାଯାଇଛି l