Odisha news

ରାସ୍ତାରେ ଯାଉଥିବା ସମୟ ରେ ଯଦି ବାଟରେ ମୃତ ବ୍ୟକ୍ତିର ଅର୍ଥୀ ଦେଖୁଛନ୍ତି ତେବେ ଏହା କେଉଁ କଥାକୁ ଦେଇଥାଏ ସଂକେତ

0

ଜ୍ୟୋତିଷଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଘରୁ ବାହାରିବା ସମୟ ରେ କିଛିଟା କଥାକୁ ଧ୍ୟାନ ଦେବା ଜରୁରୀ, ଯାହାକି ଆମ ଜୀବନରେ ଦେଇଥାଏ ବିଶେଷ ସଂକେତ, ସେହିଭଳି ଆମେ ଅନେକ ସମୟରେ ରାସ୍ତାରେ ଯାଉଥିବା ସମୟ ରେ ଅଚାନକ ଭାବରେ କୌଣସି ମୃତ ବ୍ୟକ୍ତିର ଅର୍ଥୀ ଦେଖିଥାଉ, କିନ୍ତୁ ଏହା ଦେଇଥାଏ କେଉଁ ସଂକେତ ଆସନ୍ତୁ ଜାଣିବା l

– ରାସ୍ତାରେ ଯିବା ସମୟ ରେ ଯଦି କୌଣସି ମୃତ ବ୍ୟକ୍ତିର ଅର୍ଥୀ ଦେଖିବାକୁ ପାଉଛୁ ତେବେ ଏହା ଶୁଭ ସଂକେତ ଅଟେ, ଶୁଭ ଏଥିପାଇଁ କାହିଁକିନା ଶାସ୍ତ୍ର ଅନୁସାରେ ଶେଷ ସମୟରେ ଆତ୍ମା ପରମାତ୍ମା ସହିତ ଲୀନ ହୋଇଯାଇ ଥାଏ l

– ଶାସ୍ତ୍ରରେ କୁହାଯାଇଛି ଯେ କୌଣସି ବ୍ୟକ୍ତିର ଅନ୍ତିମ ସମୟ ରେ ତାର ବିଦାୟ ଦେଖିବା ପୁଣ୍ୟ ମିଳିଥାଏ, ରାସ୍ତାରେ ଅର୍ଥୀ ଦେଖି ଯିବା ର ଅର୍ଥ ହେଉଛି ଆପଣ ଯେଉଁ କାର୍ଯ୍ୟରେ ଯାଉଛନ୍ତି ସେଥିରେ ସଫଳତା ପ୍ରାପ୍ତି କରିବେ l

– ରାସ୍ତାରେ ଯିବା ସମୟ ରେ ଯଦି ଆପଣ ନିଜ ଆଗରେ ଅର୍ଥୀ ଯିବାର ଦେଖୁଛନ୍ତି ତେବେ ଜାଣି ରଖିବେ ଯେ ଆପଣ ଙ୍କର ସମସ୍ତ ବିଗିଡ଼ିଥିବା କାର୍ଯ୍ୟ ଖୁବ ସହଜ ରେ ହୋଇଯିବ l ଯଦି ଅର୍ଥୀ ଦେଖୁଛନ୍ତି ତାହାକୁ ପ୍ରଣାମ କରନ୍ତୁ ଏବଂ ନିଜ ଗନ୍ତବ୍ୟ ପଥରେ ବାହାରି ଯାଆନ୍ତୁ l

– ଧାର୍ମିକ ମାନ୍ୟତା ଅନୁସାରେ ଯଦି କୌଣସି ମୃତ ବ୍ୟକ୍ତିକୁ କାନ୍ଧ ଦେଇଥାଏ , ତେବେ କାନ୍ଧ ଦେଇଥିବା ବ୍ୟକ୍ତି ଗୋଟିଏ ଯଜ୍ଞ ବରାବର ପୁଣ୍ୟ କାର୍ଯ୍ୟ ଭଳି ପୁଣ୍ୟ ଅର୍ଜନ କରିଥାଏ l

– ଶାସ୍ତ୍ରରେ କୁହାଯାଇଛି ଯେ ଯଦି ଶବ ରାସ୍ତାରେ ଦେଖୁଛନ୍ତି ତେବେ ମହାଦେବ ଙ୍କୁ ଧ୍ୟାନ କରନ୍ତୁ, ଏପରି କରିବା ଦ୍ୱାରା ମୃତ ବ୍ୟକ୍ତିକୁ ପୁଣ୍ୟ ପ୍ରାପ୍ତି ହୋଇଥାଏ , ଏବଂ ଆପଣଙ୍କର ମଧ୍ୟ ସମସ୍ତ ସମସ୍ୟା ଦୂର ହେବ l

IEC 2 years
Leave A Reply