Odisha news
Monthly Archives

July 2020

୩ରୁ ୬ ବର୍ଷ ପିଲାଙ୍କ ମାନସିକ ବିକାଶ ପାଇଁ ପ୍ରକୃଷ୍ଟ ସମୟ ହୋଇଥିବାରୁ ଜାତୀୟ ଶିକ୍ଷା ନୀତି-୨୦୨୦ରେ ଏହାକୁ…

ଭୁବନେଶ୍ବର : ଆଉ ୬ ବର୍ଷ ବୟସରୁ ସ୍କୁଲ୍‌ ଶିକ୍ଷା ଆରମ୍ଭ ହେବ ନାହିଁ। ୩ ବର୍ଷରୁ ହିଁ ପିଲାମାନେ ବିଧିବଦ୍ଧ ସ୍କୁଲ୍‌ ଶିକ୍ଷା ଆରମ୍ଭ କରିବେ। ୩ରୁ ୬ ବର୍ଷ ପିଲାଙ୍କ ମାନସିକ ବିକାଶ ପାଇଁ ପ୍ରକୃଷ୍ଟ ସମୟ ହୋଇଥିବାରୁ ଜାତୀୟ…
Read More...

ବିଲଡ଼ର ପୋତିଥିବା ରାସ୍ତା ହାଣି ଚାଷୀ ବିଲକୁ ପାଣି ନେଲେ

ଫୁଲନଖରା : ପ୍ରତାପନଗରୀ ଜଳସମ୍ପଦ ବିଭାଗ ଅଧିନ ହରିଅନ୍ତା ଡିଷ୍ଟ୍ରିବୁ୍ୟଟାରୀରୁ ବାହାରିଥିବା ଅରଡ଼ିଆପଦା ମାଇନର ଉପରେ ନିର୍ଭରଶୀଳ ୩୦ରୁ ଊଦ୍ଧ୍ୱର୍ ଚାଷୀ ପାଣି ଅଭାବରୁ ଚାଷ କାର୍ଯ୍ୟ କରିପାରୁନାହାନ୍ତି । ତେବେ ଉକ୍ତ…
Read More...

କନ୍ଧମାଳରେ ଆଜି ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ : ଜିଲାରେ ମୋଟ ୪୭୭, ସୁସ୍ଥ ହୋଇଛନ୍ତି ୩୦୯ , ହସପିଟାଲରେ ଚିକିତ୍ସତ…

ଫୁଲବାଣୀ (santosh mishra) :  କନ୍ଧମାଳ ଜିଲ୍ଲାରେ ଲଗାତାର ଭାବରେ କରୋନା କାୟା ବିସ୍ତାର କରୁଛି  । ଆଜି ଜିଲ୍ଲାରେ ପୁଣି ୧୪ ଜଣ ନୁଆଁ  କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରୁ ୯ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା…
Read More...

ଅଜଣା ଯୁବକର ମୃତଦେହ ଉଦ୍ଧାର, ପରିଚୟ ଜଣାପଡିନାହିଁ

ଫୁଲବାଣୀ(santosh mishra) : କନ୍ଧମାଳ ଜିଲ୍ଳାର ଖଜୁରିପଡା ଥାନ ଅଂଚଳରେ ଥିବା  ଦୁତିମେଣ୍ଢି ଗ୍ରାମପଂଚାୟତ ସମ୍ବରଡେଗା ନାଳରେ ଆଜି ଜଣେ ଅଜଣା ଯୁବକ ମୃତ ଦେହ ଉଦ୍ଧାର କରିଛି ପୋଲିସ । ସେଠାରେ ଏହି ମୃତ ଦେହକୁ ଦେଖି…
Read More...

ବାପା ହେଲେ ପାଣ୍ଡ୍ୟା

ନୂଆଦିଲ୍ଲୀ,୩୦ା୭(ଏଜେନ୍ସି): ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତୃତ୍ୱ ଲାଭ କରିଛନ୍ତି । ଗୁରୁବାର ପନିୀ ନତାସା ଷ୍ଟାନକୋଭିକ୍‌ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଟ୍ୱିଟରରେ ପାଣ୍ଡ୍ୟା ନବଜାତ ପୁତ୍ର ସନ୍ତାନର…
Read More...

ସୋନୁ ସୁଦଙ୍କ ୪୭ତମ ଜନ୍ମଦିବସ ପାଳନ ଅବସରରେ ପ୍ରବାସୀ ମାନଙ୍କୁ ଅମୁଲ୍ୟ ଉପହାର

ମୁମ୍ବଇ:ବଲିଉଡ କଳାକାର ସୋନୁସୂଦ କରୋନା ସମୟରେ ଯେଉଁପରି ଭାବରେ ସମସ୍ତଙ୍କର ସହାୟତା କରୁଛନ୍ତି ତାହା ଅତ୍ୟନ୍ତ ହୃଦୟ ସ୍ପର୍ଶୀ l ତାଙ୍କୁ ଦେବଦୁତ କହିଲେ କିଛି କାମ ହେବ ନାହିଁ , ତାଙ୍କର ସାହାଯ୍ୟର ହାତ ଆଜିପର୍ଯ୍ୟନ୍ତ…
Read More...

ରୋହିତ ଅସାଧାରଣ ବ୍ୟାଟ୍ସମ୍ୟାନ: ଫର୍ଗୁସନ୍‌

ନୂଆଦିଲ୍ଲୀ,୩୦ା୭(ଏଜେନ୍ସି): କ୍ରିକେଟ୍‌ର ସଂକ୍ଷିପ୍ତ ଫର୍ମାଟ୍‌ରେ ରୋହିତ ଶର୍ମାଙ୍କ ଧମାକାଦାର ପ୍ରଦର୍ଶନ ସମସ୍ତଙ୍କୁ ଜଣା । ଖାସ୍‌ କରି ଦିନିକିଆରେ ୩ଥର ଦ୍ୱିଶତକୀୟ ଇନିଂସ୍‌ ଖେଳି ରୋହିତ ନିଜ ଶ୍ରେଷ୍ଠତ୍ୱର ପରିଚୟ…
Read More...

ରାଜ୍ୟର ପୁଣି ୨୩ଟି ଜିଲ୍ଲାରୁ ଆଜି ୮୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟର ୨୩ଟି ଜିଲ୍ଲାରୁ ଆଜି ୮୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ…
Read More...

ଖଇରା ବ୍ଲକ୍ ରେ “ଏ-୧” ରେ ପାସ ହେଇଥିବା ୧୧ଜଣ ଛାତ୍ରଛାତ୍ରୀଙ୍କ ମନକଥା ଆସନ୍ତୁ ଜାଣିବା

ଖଇରା-୩୦/୦୭ ଡାକ୍ତର ହେବାକୁ ଲକ୍ଷ୍ୟ -ଖିରୋଦ:ବାଲେଶ୍ୱର ଜିଲ୍ଲା ଖଇରା ଗରସଙ୍ଗ ରାମଚନ୍ଦ୍ର ଉଚ୍ଚ ବିଦ୍ୟାପୀଠର ଛାତ୍ର ଖିରୋଦ କୁମାର ମନ୍ତ୍ରୀ ୫୭୪ ନମ୍ବର ରଖିଛନ୍ତି । ଚନ୍ଦ୍ର ଶେଖର ମନ୍ତ୍ରୀଙ୍କ ପୁଅ ଖିରୋଦ କୁମାର…
Read More...

ସୋରରୁ ମ୍ୟାଟ୍ରିକ୍ ପରିକ୍ଷାରେ ପ୍ରତ୍ୟୁଷ ପରିଡାଙ୍କ ସହ ଚିନ୍ମୟୀ ନାୟକ ଟପ୍ପର : ୧୬ ପରିକ୍ଷାର୍ଥୀ ଏ-ୱାନ୍ରେ…

ସୋର-୩୦/୦୭ ସୋରରୁ ଚଳିତ ମ୍ୟାଟ୍ରିକ୍ ପରିକ୍ଷାରେ ଅନନ୍ତପୁରସ୍ଥିତ ୟୁଏନ୍ ହାଇସ୍କୁଲର  ପ୍ରତ୍ୟୁଷ ପରିଡା ଓ ସୋର ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଚିନ୍ମୟୀ ନାୟକ ସର୍ବୋଚ୍ଚ ୫୫୫ ନମ୍ବର ରଖି ଟପ୍ପର ହୋଇଛନ୍ତି । ଏହି ପରୀକ୍ଷାରେ…
Read More...