Odisha news
Monthly Archives

July 2020

ଅଭିନେତା ବିଜୟ ମହାନ୍ତି ଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ରାଜେଶ କୁମାର ଲେଙ୍କା (ନିଆଳି): ନିଆଳି ର ମନୋରଞ୍ଜନ ଶିଳ୍ପାନୁଷ୍ଠାନ 'ରିମା କ୍ରିଏସନ' ର ଟୋଲା ଗୋପୀନାଥ ପୁର ଗ୍ରାମ ସ୍ଥିତ ପ୍ରକଳ୍ପ ଠାରେ ଓଡ଼ିଶାର ସୁଦକ୍ଷ ଅଭିନେତା ତଥା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର…
Read More...

ଭୁବନେଶ୍ୱରରୁ ଆଉ ୧୦୫ କରୋନା ପଜିଟିଭ୍

ଭୁବନେଶ୍ୱର, ୩୦ ଜୁଲାଇ - ଭୁବନେଶ୍ୱର ସହରରୁ ଗୁରୁବାର ଆଉ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ କ୍ୱାରେଂଟାଇନ୍ ରୁ ଠାବ ହୋଇଥିବା ବେଳେ ୪୬ ଜଣ ଲୋକାଲ କେସ୍ ରହିଛନ୍ତି । ଅନ୍ୟପକ୍ଷରେ…
Read More...

ପଟ୍ଟାମୁଣ୍ଡାଇରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ; ଥାନାରେ ଏତଲା

ପଟ୍ଟାମୁଣ୍ଡାଇ,୩୦ ଜୁଲାଇ  :  ଟ୍ଟାମୁଣ୍ଡାଇ ପୌରାଚଂଳରେ ଜଣେ ୧୦ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଏ ସଂପର୍କରେ ଏକ ମୋକଦ୍ଦମା ରୁଜୁ କରି ମାମଲାର…
Read More...

ମିଛ ଖବର ପ୍ରଚାର କରୁଛି ରାଜ୍ୟ ବିଜେପି: ବିଜେଡି

ଭୁବନେଶ୍ୱର, ୩୦ ଜୁଲାଇ - ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି । ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର…
Read More...

ଦିଲ୍ଲୀ ସରକାରଙ୍କୁ ଅନୁକରଣ କରନ୍ତୁ ମୁଖ୍ୟମନ୍ତ୍ରୀ – ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩୦ ଜୁଲାଇ - ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମହାଶୟ ଡିଜେଲର ୩୦ % ଭ୍ୟାଟକୁ କମେଇ ୧୬.୭୫ % କୁ ନେଇଆସିବା ଫଳରେ ଆଜି ଡିଜେଲ ତୈଳଦର ମୂଲ୍ୟ ଲିଟର ପିଛା ୮ ଟଙ୍କା ୩୬ ପଇସା କମିଯାଇଛି ।ଏହାଦ୍ୱାରା ଦିଲ୍ଲୀର ଜନସାଧାରଣ…
Read More...

ଆସନ୍ତାକାଲି ଖୋଲିବ ୟୁନିଟ୍ ୪ ମାର୍କେଟ୍

ଭୁବନେଶ୍ୱର, ୩୦ ଜୁଲାଇ - ଆସନ୍ତାକାଲି (ଶୁକ୍ରବାର) ଠାରୁ ଭୁବନେଶ୍ୱର ୟୁନିଟ୍ ୪ ମାର୍କେଟ୍ ଖୋଲିବ । ମାର୍କେଟ୍ ଖୋଲିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସର୍ତମୂଳକ ଅନୁମତି ଦେଇଛି । ତେବେ ମାର୍କେଟ୍ ଖୋଲିବା…
Read More...

ଝଙ୍କଡ ସାରଳା ମନ୍ଦିର ସେବାୟତଙ୍କୁ ସହାୟତା

ତିର୍ତ୍ତୋଲ, ୩୦ା୭ : ସଂପ୍ରତି ମହାମାରୀ କରୋନା କୋଟକଣା ପାଇଁ ଆଜକୁ ୫ମାସ ଧରି ଝଙ୍କଡ ଶାରଳା ମନ୍ଦିର ବନ୍ଦ ରହିଥିବାରୁ ମା’ଙ୍କ ସେବା ପୂଜା ଉପରେ ନିର୍ଭରଶୀଳ ସେବାୟତ ମାନେ ଅଭାବ ଅସୁବିଧାରେ ଥିଲାବେଳେ କଟକ ସମବାୟ…
Read More...

ଇ-ଗଭର୍ଣ୍ଣାସ୍ ଓ କୋଭିଡ ପରିଚାଳନା କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲା ଦେଶରେ ଦ୍ୱିତୀୟ : ଜଗତସିଂହପୁରକୁ ମିଳିଲା…

ଜଗତସିଂହପୁର୩୦/୭(ସବ୍ୟୁ):ଇ-ଗଭର୍ଣ୍ଣାସ୍  ଓ କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲାକୁ ମିଳିଛି ସ୍କଚ ଆୱାର୍ଡ ।ସାରା ଦେଶ ଏହି ଦୌଡରେ ଥିବା ବେଳେ ଓଡିଶାର ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଦ୍ୱିତୀୟ ସ୍ଥାନ…
Read More...

ସୋ ଆମ୍ ଆଇ ଫାଉଡେଶନ ଦ୍ୱାରା ପୁରୀର ପ୍ରାୟ ୪୦ ପୁଜାରୀଙ୍କୁ ଏକ ମାସର ରାସନ ବଣ୍ଟନ

ଭୁବନେଶୂର, ୩୦.୦୭.୨୦୨୦: କୋଭିଡ-୧୯ ର ପ୍ରକୋପରେ ମାସ ମାସ ଧରି ଚାଲିଥିବା ତାଲାବନ୍ଦ ଦ୍ୱାରା ସମସ୍ତ ପବିତ୍ର ସ୍ଥାନ ବନ୍ଦ ରହିଥିଲା । ଦକ୍ଷିଣା ପୁଜାରୀମାନଙ୍କ ଏକ ମାତ୍ର ଉସô ହୋଇଥିବାରୁ ସେମାନଙ୍କ ଜୀବିକା ନିର୍ବାହ କୁ…
Read More...

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା ପ୍ଲାଜମା ଦାନ ଓ କୋଭିଡ ଚିକିତ୍ସ୍ୟା ର ସମୀକ୍ଷା

କେନ୍ଦ୍ରାପଡା (ରବୀନ୍ଦ୍ର ଦାସ )୩୦/୭- ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଗୁରୁବାର ଅପରାହ୍ନରେ ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଶ୍ୱ ବ୍ୟାପି ସଙ୍କଟ ସୃଷ୍ଟି କରିଥିବା…
Read More...