Odisha news

ଆସନ୍ତାକାଲି ଖୋଲିବ ୟୁନିଟ୍ ୪ ମାର୍କେଟ୍

0

ଭୁବନେଶ୍ୱର, ୩୦ ଜୁଲାଇ – ଆସନ୍ତାକାଲି (ଶୁକ୍ରବାର) ଠାରୁ ଭୁବନେଶ୍ୱର ୟୁନିଟ୍ ୪ ମାର୍କେଟ୍ ଖୋଲିବ । ମାର୍କେଟ୍ ଖୋଲିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସର୍ତମୂଳକ ଅନୁମତି ଦେଇଛି । ତେବେ ମାର୍କେଟ୍ ଖୋଲିବା ପାଇଁ ବ୍ୟବସାୟୀଙ୍କୁ କୋଭିଡ୍ ଗାଇଡ୍ ଲାଇନ୍ ପାଳନ ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି । ଏଥିପାଇଁ ବ୍ୟବସାୟୀ ସଂଘ ଅଣ୍ଡରଟେକିଂ ଦେଇଛି । ଗତ ୧୬ ତାରିଖରୁ ମାର୍କେଟ୍ ବନ୍ଦ ଥିଲା ।

Nalco
Leave A Reply