Odisha news
Monthly Archives

January 2020

ଜେଏନୟୁ କ୍ୟାମ୍ପସରେ ତୀବ୍ର ଛାତ୍ର ଅଶାନ୍ତି, ଫାଟିଲା ଛାତ୍ର ସଂଘ ସଭାପତିଙ୍କ ମୁଣ୍ଡ

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଆଜି ସନ୍ଧ୍ୟାରେ ତୀବ୍ର ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି | ଦୁଇ ପକ୍ଷଙ୍କ ମଧ୍ୟରେ ମାଡଗୋଳ ଯୋଗୁଁ ଛାତ୍ର ସଂଘ ଅଧ୍ୟକ୍ଷ ଆଇସ ଘୋଷଙ୍କ ମୁଣ୍ଡ ଫାଟିଥିବାବେଳେ ଅନେକ…
Read More...

ଭୋଗରାଇରେ ବିଜେଡ଼ିର ବିଶାଳ କର୍ମୀ ସମାବେଶ

ଭୋଗରାଇ- ଓଡ଼ିଶାରେ ଥିବା ୪.୫କୋଟି ଓଡ଼ିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବିଶ୍ୱାସ ଓ ଭରଷା କରି ଦୀର୍ଘ ୨୩ ବର୍ଷ ଧରି ଶ୍ରୀ ପଟ୍ଟନାୟକଙ୍କୁ ଶାସନ କ୍ଷମତାରେ ରଖିବା ସହ ସୁଫଳ ପାଇଆସୁଛନ୍ତି । ଓଡ଼ିଶାର ସାମାଜିକ ଓ…
Read More...

ନାଗରିକତା ସଂଶୋଧନ ଅଧିନିୟମ ଜିଲ୍ଲାସ୍ତରୀୟ କର୍ମଶାଳା “ଭ୍ରମଦୂର ପାଇଁ ବିଜେପି ଘରକୁ ଘର ଯାଇ ଜନସଚେତନତା…

ଭଦ୍ରକ:କେନ୍ଦ୍ର ସରକାର ନାଗରିକତା ସଂଶୋଧନ ବିଧେୟକ ସଂସଦରେ ପାରିତ କରିବା ପରେ ଦେଶବାସୀଙ୍କ ମଧ୍ୟରେ ବିରୋଧୀଦଳମାନେ ଯେଉଁ ଭ୍ରମ ସୃଷ୍ଟି କରୁଛନ୍ତି, ତାହାର ବାସ୍ତବ ରୂପରେଖ ଜନସାଧାରଣଙ୍କୁ ଜଣାଇବା ପାଇଁ ବିଜେପି ଘରଘରକୁ…
Read More...

ମହାକାଳପଡା ସମାବେଶରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନ କରାଇଲେ କେନ୍ଦ୍ରରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ…

 ସିଏଏକୁନେଇମନରେକୌଣସିସନେ୍ଦହ ନରଖନ୍ତୁଶରଣାର୍ଥୀ  ଧାର୍ମିକ ଆଧାରରେ ନିର୍ଯ୍ୟାତନାରଶୀକାରହେଉଥିବାସଂଖ୍ୟାଲଘୁମାନଙ୍କୁ ନାଗରିକତା ପ୍ରଦାନ କରିବା ପାଇଁତିଆରିହୋଇଛିଏହି ଆଇନ  ଓଡିଶାରଯେତେସଂଖ୍ୟାଲଘୁଶରଣାର୍ଥୀ…
Read More...

ସୁର ରାଉତରାୟଙ୍କ ରାଜ‌ନୈତିକ ଉତ୍ତରାଧିକାରୀ ସାନପୁଅ ମନ୍ମଥ

ଜଟଣୀ : ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନିଜର ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ଏଥିସହିତ କିଛିଦିନ ହେବ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…
Read More...

‘ସମ୍ପୂର୍ଣ୍ଣ ନୂଆ ଓ ସୁନ୍ଦର’ ଅସ୍ତ୍ରରେ ଇରାନ୍‌ ଉପରେ ଭୟାବହ ଆକ୍ରମଣ କରିବାକୁ ଟ୍ରମ୍ପ୍‌ଙ୍କ ପ୍ରତିଜ୍ଞା

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର କୌଣସି ସାମରିକ ଆଡ୍ଡା କିଂବା ତା’ର ନାଗରିକମାନଙ୍କ ଉପରେ ଆକ୍ରମଣ ହେଲେ ବିଶ୍ୱବାସୀ କେବେ ଦେଖି ନ ଥିବା ସେନାବାହିନୀ ଏବଂ ‘ସମ୍ପୂର୍ଣ୍ଣ ନୂଆ’ ଓ ‘ସୁନ୍ଦର’ ଆମେରିକୀୟ ଅସ୍ତ୍ରରେ…
Read More...

ଆଜିର ରାଶିଫଳ

ମେଷ: ଅନ୍ୟମାନେ ଆପଣଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଉନ୍ନତି ପଥରେ ଲାଗିରହିଥିବା ବାଧା ଦୂର ହେବ। ବେପାରରେ ଲାଭ ହେବ। ବୃଷ: ଅଫିସରେ ସହଯୋଗୀଙ୍କ ସହଯୋଗ ପାଇବେ। କାରବାରରେ ପୁଞ୍ଜି ନିବେଶ କରିବେ।…
Read More...

ଆରମ୍ଭ ହେଲା ‘ଶିଶିର ସରସ’ ମିଳିବ ୨୫ ରାଜ୍ୟର ହାତ ତିଆରି ସାମଗ୍ରୀ ମେଳା ବୁଲିଲେ ମୁଖ୍ୟମନ୍ତ୍ରୀ ହଳଦୀ, ନଡ଼ିଆ ତେଲ…

ଭୁବନେଶ୍ବର: ଗୋଟିଏ ଛାତ ତଳେ ମିଳୁଛି ୨୫ ରାଜ୍ୟର ହାତ ତିଆରି ସାମଗ୍ରୀ। ଶୀତ ବସ୍ତ୍ରଠାରୁ ଆରମ୍ଭ କରି ବାଉଁଶ ଶିଳ୍ପ ସାମଗ୍ରୀ, ସବାଇ ଘାସ ଘରସଜ୍ଜା ଫୁଲ ଓ ଫୁଲଦାନୀ, ସିଲ୍କ ଓ ରଟ୍‌ ଆଇରନ୍‌ ସାମଗ୍ରୀ, ଟସର କପଡ଼ା ଓ ଲୁଗା…
Read More...

ଆମେରିକା ଦୂତାବାସ ଉପରେ ଆକ୍ରମଣ

ବାଗଦାଦ : ଇରାକ୍‌ର ରାଜଧାନୀ ବାଗଦାଦର ଗ୍ରୀନ୍‌ ଜୋନ୍‌ରେ ଅବସ୍ଥିତ ଆମେରିକା ଦୂତାବାସ ନିକଟରେ ଆଜି ରକେଟ୍‌ ଆକ୍ରମଣ ହୋଇଛି। ଦୂତାବାସକୁ ଟାର୍ଗେଟ୍‌ କରି ଏହି ରକେଟ୍‌ ନିକ୍ଷେପ କରାଯାଇଥିଲେ ମଧ୍ୟ ଏହା ଲକ୍ଷ୍ୟଚୁତ ହୋଇ…
Read More...

ମାଡ଼ି ଆସୁଛି ପ୍ରବଳ ଶୀତ : ବର୍ଷା ଛାଡ଼ୁ ଛାଡ଼ୁ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ, ପୂରା ଓଡ଼ିଶା ଜାଡ଼ରେ ଥରିବ

ଭୁବନେଶ୍ବର : ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ପରେ ଆଜି ଛାଡ଼ି ଯାଇଛି। ରବିବାର ସକାଳ ପର୍ଯ୍ୟନ୍ତ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ହେଲେ ବର୍ଷା ଛାଡ଼ୁ ଛାଡ଼ୁ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ।…
Read More...