Odisha news

ମହାକାଳପଡା ସମାବେଶରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନ କରାଇଲେ କେନ୍ଦ୍ରରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂକୁଲସ୍ତେ ସଂଖ୍ୟାଲଘୁବର୍ଗରଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରିବାସିଏଏରମୁଖ୍ୟଲକ୍ଷ୍ୟ:ବିଜେପି

0

 ସିଏଏକୁନେଇମନରେକୌଣସିସନେ୍ଦହ ନରଖନ୍ତୁଶରଣାର୍ଥୀ
 ଧାର୍ମିକ ଆଧାରରେ ନିର୍ଯ୍ୟାତନାରଶୀକାରହେଉଥିବାସଂଖ୍ୟାଲଘୁମାନଙ୍କୁ ନାଗରିକତା ପ୍ରଦାନ କରିବା ପାଇଁତିଆରିହୋଇଛିଏହି ଆଇନ
 ଓଡିଶାରଯେତେସଂଖ୍ୟାଲଘୁଶରଣାର୍ଥୀ ଅଛନ୍ତିତାଙ୍କୁସମସ୍ତ ଅଧିକାରସ୍ଥାୟୀଭାବେ ପ୍ରଦାନ କରାଯିବ
 ବିରୋଧୀ କଂଗ୍ରେସ ଅସହିଷ୍ଣୁ ହୋଇ ଦେଶରଜନତାଙ୍କୁବିଭ୍ରାନ୍ତ କରିହିଂସାସୃଷ୍ଟିକରୁଛି
 ବିରୋଧୀ ଦଳ ମାନେ ଯେଉଁଗୁଜବ ପ୍ରଚାରକରୁଛନ୍ତି,ସେଥିରେକୌଣସିସତ୍ୟତା ନାହିଁ
 ୨ ଟିଶରଣାର୍ଥୀଙ୍କଘରକୁ ଯାଇଆଇନ ସଂପର୍କରେସଚେତନ କରିଲେକେନ୍ଦ୍ର୍ରମନ୍ତ୍ରୀଶ୍ରୀକୁଲସ୍ତେ

ଭୁବନେଶ୍ୱର,ତା.୦୫/୦୧:ନାଗରିକତାସଂଶୋଧନ ଆଇନ ଦ୍ୱାରାକୌଣସିଭାରତୀୟଙ୍କର ଅଧିକାରକ୍ଷୁର୍ଣ୍ଣହେବନି ।କିନ୍ତୁବିରୋଧୀ କଂଗ୍ରେସସମେତକିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେକୁପ୍ରଚାରକରି ଦେଶରଜନତାଙ୍କୁବିଭ୍ରାନ୍ତ କରୁଛନ୍ତି ।ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାରଶିକାରହୋଇଭାରତକୁ ଆସିଥିବାସଂଖ୍ୟାଲଘୁବର୍ଗରଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନକରାଯିବାରବ୍ୟବସ୍ଥାଏହି ଆଇନରେରହିଛିବୋଲିକେନ୍ଦ୍ରଇସ୍ପାତରାଷ୍ଟ୍ରମନ୍ତ୍ରୀଶ୍ରୀ ଫଗନ ସିଂକୁଲସ୍ତେକେନ୍ଦ୍ରାପଡାଜିଲ୍ଲାମହାକାଳପଡାଠାରେ ଆୟୋଜିତସମାବେଶରେସମ୍ବୋଧିତକରିଛନ୍ତି ।
ଶ୍ରୀକୁଲସ୍ତେକହିଛନ୍ତି ଯେ, ଭାରତବିଭାଜନ ପରେଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେପରସ୍ପରଙ୍କ ଦେଶରେ ଥିବାସଂଖ୍ୟାଲଘୁଙ୍କସୁରକ୍ଷା ପାଇଁ ଏକ ଚୁକ୍ତିହୋଇଥିଲା ଯାହାନେହରୁ- ଲିଆକତଚୁକ୍ତିନାମରେ ପରିଚିତ । ଏହିଚୁକ୍ତି ଅନୁସାରେଉଭୟ ଦେଶ ନିଜ ନିଜ ଦେଶରେରହୁଥିବାସଂଖ୍ୟାଲଘୁମାନଙ୍କବିଷୟରେଚିନ୍ତାକରିବେବୋଲିକୁହା ଯାଇଥିଲା । ଏହିଚୁକ୍ତିକୁଭାରତ ପାଳନ କଲାହେଲେ ପାକିସ୍ତାନ ପାଳନକଲା ନାହିାଁ ଦେଶବିଭାଜନ ବେଳେ ପାକିସ୍ତାନରେସଂଖ୍ୟାଲଘୁମାନଙ୍କସଂଖ୍ୟା ୨୩ ପ୍ରତିଶତରୁଉଦ୍ଧ୍ୱର୍ ଥିବାବେଳେସେଠାରେଲଗାତାର ଧାର୍ମିକ ଆଧାରରେ ନିର୍ଯ୍ୟାତନାକାରଣରୁସଂଖ୍ୟାଲଘୁମାନଙ୍କସଂଖ୍ୟା ଦୁଇ ପ୍ରତିଶତରୁକମରେ ପହଂଚିସାରିଛି ।ଦେଶକୁ ଧାର୍ମିକ ଆଧାରରେବିଭାଜନ କରା ଯାଇଥିବାକାରଣରୁଭାରତରୁ ଅଲଗାହୋଇଇସଲାମୀ ଦେଶ ନିର୍ମାଣହୋଇଥିବାରୁସେଠାରେ ଧାର୍ମିକ ଆଧାରରେ ନିର୍ଯ୍ୟାତନାରଶୀକାରହେଉଥିବାସଂଖ୍ୟାଲଘୁମାନଙ୍କୁ ନାଗରିକତା ପ୍ରଦାନ କରିବା ଓ ଅନ୍ୟାନ୍ୟସୁବିଧା ସୁଯୋଗ ପ୍ରଦାନ କରିବାଭାରତର ନୈତିକଦାୟିତ୍ୱ ।
ଏହି ଆଇନ୍ ୩୧ଡିସେମ୍ବର ୨୦୧୪ ସୁଦ୍ଧା ଧାର୍ମିକଉତ୍ପୀଡନରଶିକାରହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଏବଂବାଂଲାଦେଶରହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସାଈଏବଂ ପାର୍ସୀଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବ ।ନାଗରିକତାସଂଶୋଧନ ଆଇନ୍କୌଣସିଭାରତୀୟଙ୍କ ନାଗରିକତ୍ୱନେବନିବରଂସମସ୍ତ ଦେଶବାସୀ ନାଗରିକତ୍ୱ ପାଇବାରବ୍ୟବସ୍ଥାରହିଛି । ଏହି ଆଇନ ଦ୍ୱାରାଦେଶ ସମେତକେନ୍ଦ୍ରାପଡାରେ ଥିବାଶରଣାର୍ଥୀମାନଙ୍କୁ ନାଗରିକତ୍ୱ ଦେବାସହସେମାନଙ୍କୁରାସନ କାର୍ଡ, ଭୋଟର ଆଇଡି, ଆଧାରକାର୍ଡଆଦି ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀଶ୍ରୀମୋଦିଏହି ଆଇନ ଆଣିଶରଣାର୍ଥୀମାନଙ୍କୁସେମାନଙ୍କର ଅଧିକାର ଦେବା ପାଇଁମହତ୍ୱପୂର୍ଣ୍ଣକାର୍ଯ୍ୟକରିଛନ୍ତି । ଏହି ଆଇନ ଭାରତରସଂସଦରେ ପାସହୋଇଛି । ଏହି ଆଇନ ଦେଶରସମସ୍ତରାଜ୍ୟରେ

ଲାଗୁକରାଯିବ । ଓଡିଶାରଯେତେସଂଖ୍ୟାଲଘୁଶରଣାର୍ଥୀ ଅଛନ୍ତିତାଙ୍କୁସମସ୍ତ ଅଧିକାରସ୍ଥାୟୀଭାବେ ପ୍ରଦାନ କରାଯିବବୋଲିଶ୍ରୀକୁଲସ୍ତେକହିଛନ୍ତି ।
ପ୍ରଧାନମନ୍ତ୍ରୀଶ୍ରୀମୋଦୀ ସରକାରକାଶ୍ମିରରୁ ୩୭୦ ଧାରାଉଚ୍ଛେଦ କରିବା, ତ୍ରିପଲତଲାକକାନୁନ ଏବଂଏବେ ନାଗରିକତାସଂଶୋଧନ ଆଇନ ଆଣିଦେଶରବିକାଶରେଐତିହାସିକଏବଂ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ବିରୋଧୀ କଂଗ୍ରେସ ଅସହିଷ୍ଣୁ ହୋଇ ଦେଶରଜନତାଙ୍କୁବିଭ୍ରାନ୍ତ କରିହିଂସାସୃଷ୍ଟିକରୁଛି । ବିରୋଧୀ ଦଳ ମାନଙ୍କ ପକ୍ଷରୁଏପରିଗୁଜବସୃଷ୍ଟିକରାଯାଉଛି ଯେ,ମୁସଲମାନ ମାନଙ୍କଠାରୁ ନାଗରିକତାଛଡାଇନିଆଯିବ । ତେବେବିରୋଧୀ ଦଳ ମାନେ ଯେଉଁଗୁଜବ ପ୍ରଚାରକରୁଛନ୍ତି,ସେଥିରେକୌଣସିସତ୍ୟତା ନାହିଁ ।ବିରୋଧୀଙ୍କ ଅପପ୍ରଚାରରେବିଶ୍ୱାସକରନ୍ତୁ ନାହିଁକିହିଂସାସୃଷ୍ଟିକରିଜାତୀୟସଂପତିକୁ ନଷ୍ଟ ନ କରିବାକୁଶ୍ରୀକୁଲସ୍ତେଅନୁରୋଧ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀଶ୍ରୀକୁଲସ୍ତେଏହି ଗସ୍ତ ଅବସରରେମହାକାଳପଡାର୨ଟି ଶରଣାର୍ଥୀଙ୍କଘରକୁ ଯାଇଏହି ଆଇନ ସଂପର୍କରେସଚେତନ କରିଛନ୍ତି ।ଏହି ଅବସରରେରାଜ୍ୟସାଧାରଣସଂପାଦକ ପୃଥ୍ୱୀରାଜହରିଚନ୍ଦନ, ମହିଳାମୋର୍ଚ୍ଚାରାଜ୍ୟସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟଉପସଭାପତିଭୁବନ ମୋହନ ଜେନା, ଜିଲ୍ଲାସଭାପତିକିଶୋର ପଣ୍ଡା, ଯୁବମୋର୍ଚ୍ଚାରାଷ୍ଟ୍ରୀୟଉପସଭାପତିଠାକୁରରଣଜିତ୍ ଦାଶ, ମାର୍ଶାଘାଇବିଧାନସଭା ଦଳୀୟ ପ୍ରାର୍ଥୀବିଜୟ ପ୍ରଧାନ,ଦୁର୍ଯେ୍ୟାଧନ ସାହୁ, ବିଷ୍ନୁ ଦାଶ, ଉମାକାନ୍ତ ପଟ୍ଟନାୟକ, ସୁରଥ ବିଶ୍ୱାଳ ପ୍ରମୁଖଉପସ୍ଥିତ ଥିଲେ ।

Leave A Reply