ଶରୀରରେ ଖଣ୍ଡିଆ ହୋଇ ରକ୍ତ ବାହାରିଲେ କିଛି ସମୟ ପରେ ସେହି ଜ । ଗ । େ ର ରକ୍ତର ଏକ ପ ର ସ୍ତେ ହ । ଇ ଶୁଖିଯାଏ ଯାହାଦ୍ୱାରା ଅଧିକ ରକ୍ତ ବାହାରିବ ନାହିଁ । ରକ୍ତରେ ମହଜୁଦ ପ୍ରୋଥେମ୍ବିନ୍ ନାମକ ପ୍ରୋଟିନ୍ ଏହି କାମ କରିଥାଏ । ପ୍ରୋଟିନ୍ ତିଆରି ପାଇଁ ଶ ର ୀ ର କ ୁ ଭିଟାମିନ୍-କେ ଆବଶ୍ୟକ । ହ। ଡ଼ ମ ଜ ଭ ୁ ତ ପାଇଁ ବି ଏହି ଭିଟାମିନ୍ ଜରୁରୀ । ହାଡ଼ର ମେକାନିଜମ୍ ଠିକ୍ ରଖିଥାଏ ଯାହାଦ୍ୱାରା ଫ୍ରାକcର ଆଶଙ୍କା କମ୍ ହୋଇଥାଏ । ଭିଟାମିନ୍-କେ ଅଭାବ ଗମ୍ଭୀର ରୋଗର କାରଣ ହୋଇଥାଏ । ଏପରି ସ୍ଥଳେ ରକ୍ତ ପତଳା ହୋଇଯାଏ । ଖଣ୍ଡିଆ ହେଲେ ଅଧିକ ରକ୍ତ ବାହାରିବା ସହ ଜମାଟ ବାନ୍ଧିବାରେ ସମୟ ଲାଗିଥାଏ । ପତ୍ର ଥିବା ପନିପରିବା, କ୍ଷୀର, ଅଣ୍ଡା, ଡ୍ରାଏ ଫ୍ରୁଟ୍ସରୁ ଭିଟାମିନ-କେ ମିଳିଥାଏ । ଏହାକୁ ଡାଏଟରେ ସାମିଲ କରିବା ଉଚିତ ।