ଜସ୍ପ୍ରୀତ ବୁମରାହ ସବୁଠୁ ଦୃତ ୧୦୦ ୱିକେଟ ନେଇଥିବା ଭାରତୀୟ ଦୃତ ବୋଲର ହେଲେ
ନୂଆଦିଲ୍ଲୀ : ଜସ୍ପ୍ରିତ୍ ବୁମରାହ ଓବଲ୍ ରେ ଇଂଲଣ୍ଡ ବିରୁଦ୍ଧରେ ଚତୁର୍ଥ ଟେଷ୍ଟ ର ପଞ୍ଚମ ଦିନରେ ୧୦୦ ୱିକେଟ୍ ନେଇଥିବା ସବୁଠୁ ଦୃତ ଭାରତୀୟ ବୋଲର ହୋଇଛନ୍ତି ।
ବୁମରାହ ଓଲିପପ ଙ୍କ ୱିକେଟ୍ ସହିତ ଏହାକୁ ପୁରା କରିଛନ୍ତି…
Read More...
Read More...