କରୋନା କଟକଣା ଓ ଅମ୍ପାନ ବାତ୍ୟାରେ ଫସିଗଲା ହସ୍ତଶିଳ୍ପ ପ୍ରଦର୍ଶନୀ
କେନ୍ଦ୍ରାପଡା-୨୧/୦୫ କେନ୍ଦ୍ରାପଡା ପୈାରାଂଚଳର ମହିପାଳ ସ୍ଥିତ ଟେଲିକମ ଗ୍ରାଉଣ୍ଡରେ ର୍ଦୀଘ ୨ ମାସ ହେଲା ଫସି ରହିଛି ହସ୍ତତନ୍ତ ପ୍ରଦର୍ଶନୀ । ବିଭିନ୍ନ ରାଜ୍ୟର ହସ୍ତତନ୍ତରେ ନିର୍ମିତ କପଡା, ଲୁଗାପଟା ଓ ପୋଷାକ ପତ୍ର…
Read More...
Read More...