ଦି ଗ୍ରେଟ୍ ଡୋନର୍ସ୍ ଗୃପ୍ ର ତୃତୀୟ ବାର୍ଷିକ ରକ୍ତଦାନ ଶିବିର ; ଚାରି ମହିଳାଙ୍କ ସମେତ 51 ଜଣଙ୍କ ରକ୍ତଦାନ
ବେଲଗୁଣ୍ଠା : ରକ୍ତ ଅଭାବରୁ କାହାର ପ୍ରାଣ ହାନି ନ ଘଟୁ' ଏହି ଭଳି ବାର୍ତ୍ତା ନେଇ ' 2019 ରେ ଗଠିତ 'ଦି ଗ୍ରେଟ୍ ଡୋନୋର୍ସ୍ ଗୃପ୍ ' ଦୁଇ ବର୍ଷ ଧରି ଗ୍ରୀଷ୍ମ ଋତୁରେ ରକ୍ତ ସଙ୍କଟ ସମୟରେ ରକ୍ତଦାନ ଶିବିରର ଆୟୋଜନ କରି…
Read More...
Read More...