Odisha news

ଶ୍ରଦ୍ଧାଙ୍କର ୫ କୋଟିରୁ ଅଧିକ ଫଲୋୟର୍‌

0

ବଲିଉଡ୍‌ ସେଲିବ୍ରିଟି ଫିଲ୍ମ ସହିତ ସୋସାଲ ମିଡିଆ ପୋଷ୍ଟ ଯୋଗୁ ଚର୍ଚ୍ଚାରେ ରହୁଛନ୍ତି । ପ୍ରତିଦିନ ଅନେକ ଷ୍ଟାର୍‌ଙ୍କ ଫଲୋୟର ସଂଖ୍ୟା ବଢ଼ୁଛି । ସେହିପରି ଶ୍ରଦ୍ଧା ସବୁବେଳେ ସୋସାଲ ମିଡିଆରେ ସକ୍ରିୟ ରୁହନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଫଲୋୟର୍‌ଙ୍କ ସଂଖ୍ୟା ବଢ଼ି ୫ କୋଟିରୁ ଅଧିକ ହୋଇଛି । ସେ ଏକ ଖାସ୍‌ ନୋଟ୍‌ ମାଧ୍ୟମରେ ଫ୍ୟାନ୍‌ଙ୍କୁ ଧନ୍ୟବାଦ ଦେଇ କହିଛନ୍ତି, ‘ମୋର ପ୍ରିୟ ଫ୍ୟାନ୍‌ କ୍ଲବ୍‌ ଓ ଶୁଭଚିନ୍ତକ । ଆପଣ ସମସ୍ତଙ୍କ ଭଲପାଇବାରେ ମୁଁ ଅଭିଭୂତ । ମୁଁ ଆଜି ଯାହା କିଛି ବି ହୋଇଛି ଆପଣମାନଙ୍କ ଆଶୀର୍ବାଦ ଓ ଭଲପାଇବା ପାଇଁ । ଆପଣମାନଙ୍କୁ ମୋର ଶୁଭକାମନା । ନିଜର ଧ୍ୟାନ ରଖନ୍ତୁ । ଶୁକ୍ରିୟା, ଶୁକ୍ରିୟା, ଶୁକ୍ରିୟା ୫୦ ମିଲିୟନ୍‌ ଥର ।

Leave A Reply