୨ ପ୍ରତିଶତ ଥିଲେ ନିଜ ଜୀବନ କାଳ ମଧ୍ୟରେ ୯୧ ରୁ ଅଧିକ ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖିଛନ୍ତି l ୪ ପ୍ରତିଶତ ଏଭଳି ଲୋକ ଥିଲେ ଯିଏ ଜାଣି ନାହାନ୍ତି ନିଜ ଜୀବନ କାଳ ମଧ୍ୟରେ କେତେ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ରଖିଛନ୍ତି l
ପରିଣାମର ସବୁ ତଥ୍ୟକୁ ଆଧାର କରି ,ସର୍ବେକ୍ଷଣ ରୁ ଜଣାପଡିଲା ଯେ ଲଣ୍ଡନ ରେ ବାସ କରୁଥିବା ବ୍ୟକ୍ତିଙ୍କର ସବୁଠୁ ଅଧିକ ଯୌନ ସାଥି ରହିଛନ୍ତି l ପୂର୍ବ ଉତ୍ତରଦାତା ମାନଙ୍କ ମଧ୍ୟରେ ଜଣାପଡିଲା ଯେ ୩୫ -୪୪ ବର୍ଷର ବ୍ୟକ୍ତିଙ୍କର ୯୧ ରୁ ଅଧିକ ଯୌନ ସାଥି ଥିଲେ l
ଆପଣଙ୍କ ସ୍ଥାନ କେଉଁଠି-
0-୩ %
୧ -୧୪ %
୨ -୪ -୨୫ %
୧୦ -୧୫ -୧୩ %
୧୬ -୨୦ -୭ %
୨୧ -୩୦ -୪ %
୫୧ -୭୦ -୧ %
୭୧ -୯୦ -୧ %
୯୧ ରୁ ଅଧିକ -୨ %