Odisha news

ସାପ କୁ କେତେ ଦିନ ବୋତଲ ରେ ପୁରାଇ ରଖିବା ପରେ ପ୍ରସ୍ତୁତ ହୋଇଥାଏ ସ୍ନେକ ୱାଇନ୍ 

0

ସୋସିଆଲ ମିଡିଆରେ ବୋତଲ ରେ ସାପ କୁ ପୁରାଇ ରଖିବା ଆପଣ ପ୍ରାୟ ସମସ୍ତେ ଦେଖିଥିବେ l ଯେଉଁଥିରେ

ବୋତଲ ରେ କିଛି ମଦ ସହିତ ସାପ ଟିଏ ମଧ୍ୟ ରହିଥାଏ l ଯାହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ଅନେକ ସମୟରେ ଚାଲିଥାଏ l ଆପଣ ନିଶ୍ଚିନ୍ତ ଭାବୁଥିବେ ଏହା କିଭଳି ୱାଇନ ଅଟେ ଏବଂ ଏହା କିପରି ପ୍ରସ୍ତୁତ ହୋଇଥାଏ ?
ଏହା ନିକଟ ଅତୀତରେ ପ୍ରସ୍ତୁତ ହୋଇନାହିଁ , ଏହା କେଉଁ ଅନେକ ଯୁଗରୁ ପ୍ରସ୍ତୁତ ହୋଇ ଆସୁଛି l ଖ୍ରୀଷ୍ଟପୂର୍ବ ୧୦୪୬-୭୭୧ ରେ ପ୍ରସ୍ତୁତ ହୋଇ ଆସୁଛି l ଏହା କୋଟିପତି ଙ୍କ ୱାଇନ ଅଟେ l ଏହି ୱାଇନ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ରାଇସ ୱାଇନ ଜାର ମଧ୍ୟରେ ସାପ କୁ ରଖିଦିଆ ଯାଇଥାଏ l ଏବଂ ଅନେକ ଦିନ ପର୍ଯ୍ୟନ୍ତ ଫର୍ମେଣ୍ଟେଡ କରିଦିଆ ଯାଇଥାଏ l ଏପରିକି ସାପ ମଧ୍ୟ ତା ମଧ୍ୟରେ ମରି ଯାଇଥାଏ l
ଏହାପରେ ସେଥିରେ ଫ୍ଲେଭର୍ସ ପାଇଁ କିଛି ମସଲା ପକା ଯାଇଥାଏ l ଏହି ୱାଇନ କୁ ଅନେକ ଦେଶର ଖୋଲା ଖୋଳି ଭାବରେ ବଜାରରେ ବିକ୍ରି ହୋଇଥାଏ l ସ୍ୱାସ୍ଥ୍ୟ ପକ୍ଷରେ ଏହି ୱାଇନ ଖୁବ ହିତକର ଅଟେ ବୋଲି କୁହାଯାଇଥାଏ l
Leave A Reply