ଆମ ସମସ୍ତଙ୍କ ଭିତରେ ୫ଟି ସେନ୍ସ ଅର୍ଥାତ ଜ୍ଞାନେନ୍ଦ୍ରିୟ ରହିଛି l ଆମେ ଏହି ଇନ୍ଦ୍ରିୟ ଗୁଡିକ ଦ୍ୱାରା ଜିନିଷକୁ ଠିକ ଭାବରେ ବୁଝିଥାଉ ,ଅନୁଭବ କରିଥାଉ ଓ ନିଜର ଜୀବନଯାପନ ସହାୟତା କରିଥାଉ l ଶୁଙ୍ଘିବା ,ଦେଖିବା ,ସ୍ପର୍ଶ କରିବା ,ସ୍ୱାଦ ଜାଣିବା ଏହି ସବୁକୁ ଗୋଟିଏ ସେନ୍ସର ଉପଯୋଗ ରେ ଜାଣି ହୋଇଥାଏ l କିନ୍ତୁ ଆମ ନିକଟରେ ଗୋଟିଏ ଷଷ୍ଠ ଇନ୍ଦ୍ରିୟ ରହିଛି l ଯେଉଁ ବିଷୟରେ ଖୁବ କମ ଲୋକ ଜାଣିଛନ୍ତି l ଯଦି ଆମେ ଏହି ସଂସ୍ଥା ଇନ୍ଦ୍ରିୟ ବିଷୟରେ ଠିକ ଭାବରେ ଜାଣିବା ତେବେ ଆଗକୁ ଯାହା ଘଟିବାକୁ ଅଛି ସେ ବିଷୟରେ ପୂର୍ବରୁ ଠିକ ଭାବରେ ଜାଣି ହେବ l ଏହି ସିକ୍ସଥ ସେନ୍ସ ଆମ ସମସ୍ତଙ୍କ ମଧ୍ୟରେ ରହିଛି କିନ୍ତୁ ଏହା ବିକଶିତ ହୋଇ ପାରିନଥାଏ l
କିପରି ସିକ୍ସଥ ସେନ୍ସ କୁ ବଢାଇବା ଆସନ୍ତୁ ଜାଣିବା –
* ଆପଣ ଜାଣିଥିବେ ଯେ ଯଦି ଆପଣ ଜୀବଜନ୍ତୁଙ୍କୁ ଯଦି କିଛି ଘଟିବାର ଥାଏ ତାର ଆଭାସ ପୂର୍ବରୁ ଲାଗିଥାଏ l କାରଣ ଏବେ ମଧ୍ୟ ସେମାନେ ପ୍ରକୃତି ସହିତ ଯୋଡି ହୋଇ ରହିଛନ୍ତି l ପୂର୍ବରୁ ଯେତେବେଳେ ମଣିଷ ଯାଯାବର ଜୀବନ ଜାପାନ କରୁଥିଲା ସେତେବେଳେ ସେ ଯାହା ମଧ୍ୟ ଘଟୁଥିଲା ତାହା ସେ ପୂର୍ବରୁ ଜାଣି ପାରୁଥିଲା l କିନ୍ତୁ ଆଜିକାଲି ଆମେ ପ୍ରକୃତି ଠାରୁ ସମ୍ପୂର୍ଣ ଦୁରେଇ ଯାଇଛେ l
* ସବୁବେଳେ ସନ୍ତୁଳନ ରଖିବା ଆବଶ୍ୟକ l ମଣିଷ କେବଳ ଶାରୀରିକ ନୁହେଁ ମାନସିକ ସନ୍ତୁଳନ ରଖିବା ମଧ୍ୟ ଉଚିତ l ଆପଣ ଯଦି ନିଜ ବ୍ୟବହାର ରେ ଶାନ୍ତ ଭାବି ରଖିବେ ଓ ନିଜ ଭିତରର ଶକ୍ତିକୁ ଅନୁଭବ କରିବେ ତେବେ ଆପଣଙ୍କ ଷଷ୍ଠ ଇନ୍ଦ୍ରିୟ ମଧ୍ୟ କାର୍ଯ୍ୟ କରିବ l
* ସବୁବେଳେ ଛୋଟ ଛୋଟ ଜିନିଷକୁ ଧ୍ୟାନ ଦିଅନ୍ତୁ l କାରଣ କିଛିଟା ଛୋଟ ଛୋଟ ଜିନିଷକୁ ଧ୍ୟାନ ଦେଲେ ମଧ୍ୟ ଆପଣ ନିଜର ସଂସ୍ଥା ଇନ୍ଦ୍ରିୟକୁ ଠିକ ଭାବରେ କାର୍ଯ୍ୟରେ ଲଗାଇ ପାରିବେ l

Comments are closed.