Odisha news

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
ସାକ୍ଷୀଗୋପାଳ :  ସ୍ଥାନୀୟ ସାକ୍ଷୀଗୋପାଳ କଲେଜ ଖେଳ  ପଡିଆ ରେ ଗତ ତିନି ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସତ୍ୟବାଦୀ ଅଞ୍ଚଳର ୭ ଟି ଦଳ ଭାଗ ନେଇଥିଲେ । ସେଥିରୁ ମହାଦେବ ଇଲେଭେନ ବିଜୟ ହୋଇ ଚମ୍ପିୟାନଟ୍ରଫି ହାସଲ କରିଥିବା ବେଳ ଭାଇଜାନ କ୍ରିକେଟ ଦଳ ରନର୍ସଅପ ହୋଇଛି। ଟୁର୍ଣ୍ଣାମେଣ୍ଟରେ  ମ୍ୟାନ ଅଫ ଦୀ ମ୍ୟାଚ ,ମ୍ୟାନ ଅଫ ସିରିଜି ,ଓ ବେଷ୍ଟ ବ୍ୟାଟ୍ସମ୍ୟାନଙ୍କୁ  ସତ୍ୟବାଦୀ ଭାଜପା ନେତା ଦୀପକ ଶତପଥୀ ମୁଖ୍ୟ ଅତିଥି ଓ  ସାମାଜିକ କର୍ମୀ ଗୌତମ ମିଶ୍ର ସମ୍ମାନିତ  ଅତିଥି ଭାବେ ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ
Leave A Reply