Odisha news

ବେଆଇନ ବାଲି ଉଠାଣ: ଟ୍ରାକ୍ଟର ଜବତ ୨୦ ହଜାର ଟଙ୍କା ଜୋରିମାନା

0
ନିରାକାରପୁର,୨୦/୨: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ବର ମଲାଗୁଣୀ ନଦୀରୁ ବେଆଇନ ବାଲି ଉଠାଣ କରୁଥିବାବେଳେ ବାଲି ବୋଝେଇ ଟ୍ରାକ୍ଟର ନଂ (ଓଡି ୦୨ଏ ଏଚ ୬୪୩୭)କୁ ପୋଲିସ ଜବତ କରିଛି। ଏହି ଜବତ ଗାଡି ଠାରୁ ୨୦ ହଜାର ଟଙ୍କା ଜୋରିମାନା ହୋଇଥିବା ଏସ ଆଇ ଦିପାଲୀସା ନାୟକ ଜଣାଇଛନ୍ତି।
Leave A Reply