Odisha news

ମହିଳା ଓ ଶିଶୁ ବିକାଶ ସଚିବଙ୍କ ଛତୁ ଉତ୍ପାଦନ କେନ୍ଦ୍ର ବୁଲିଦେଖିଲେ

0
ନିରାକାରପୁର. ୧୨/୧: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଗସ୍ତରେ ମହିଳା ଓ ଶିଶୁ ବିକାଶ ସଚିବ ଶୋଭା ଶର୍ମା ଆସି ଲେଣ୍ଡୋ ପଞ୍ଚାୟତ ଆସି ଛତୁ ଉତ୍ପାଦନ କେନ୍ଦ୍ର ବୁଲି ଦେଖିବା ସହ ରାମେଶ୍ୱର ହସ୍ପିଟାଲ ତଦାରଖ କରି ଏସ ଏସ ଜି ସଭ୍ୟା ମାନଙ୍କ ସହ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ସହ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ,
ବ୍ଲକ ଅଧ୍ୟକ୍ଷା ରୀସ୍ନା ମାନଧାତା,ବିଡିଓ ଐଶର୍ଯ୍ୟା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସଚିବ ପ୍ରଥମେ ବାଣପୁର ଓ ଚିଲିକା ବ୍ଲକ ଯାଇଥିଲେ।
Leave A Reply