Odisha news

ବ୍ଲକ ସ୍ତରୀୟ ଧାମ ମଣ୍ଡି ଉଦ୍ଘାଟିତ

0

ଅସ୍ତରଂଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଚକ୍ରପଡ଼ା ସେବା ସମବାୟ ସମିତି ତରଫରୁ ପାଟଳଦା ଗ୍ରାମପଞ୍ଚାୟତ ର ସୁନ୍ଦର୍ ଠାରେ ବ୍ଲକ ସ୍ତରୀୟ ଧାନ ମଣ୍ଡି ବୁଧବାର ଦିନ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କ ଦ୍ଵାରା ଉଦ୍ଘାଟିତ ହୋଇ ଯାଇଅଛି । ଏହି ଉଦଘାଟନ ଉତ୍ସବରେ ପୁରୀ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ସମବାୟ ବିଭାଗ ପୁରୀ ର ଡେପୁଟି ରେଜିଷ୍ଟର  ଭୀମସେନ ସାହୁ,ପୁରୀ=ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ୍ ର ସଭାପତି,ଙ୍କ ସମେତ ସମବାୟ ନିର୍ଦ୍ଦେଶକ କୁଞ୍ଜ ବିହାରୀ ପ୍ରଧାନ, ପ୍ରାଣକୃଷ୍ଣ ମଲ୍ଲିକ,ଅସ୍ତରଙ୍ଗ ବ୍ଲକ ର ଯୋଗାଣ ଅଧିକାରୀ ନରେଶ ଚନ୍ଦ୍ର ସାହୁ,ବି , ଡି, ଓ ବେବିତାମଞ୍ଜରି ନାୟକ,ବି ଜେ ଡି, ସଭାପତି କେଦାର ନାଥ ବିଶ୍ଵାଳ,ପ୍ରମୁଖ ଯୋଗଦେଇ,ମାନ୍ୟବର ମୁଖୟମନ୍ତ୍ରୀଙ୍କ ଙ୍କ ଦ୍ଵାରା ଚାଷୀ କୁଳ ପାଇଁ ହେଇଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କ ରେ ଉପସ୍ଥିତ ଥିବା ଚାଷୀ ମାନଙ୍କୁ ଆଲୋକପାତ କରାଇଥିଲେ । ମଣ୍ଡି ଉଦ୍ଘାଟନ ଉତ୍ସବରେ ତିନିଜଣ ଚାଷୀ ଙ୍କୁ ମନ୍ତ୍ରୀ ଓ ଉପାଧ୍ୟକ୍ଷ ଫୁଲୋତୋଡା , ଔପଢୋ କନ ଦେଇ ସମ୍ମାନିତ କରିଥିଲେ  । ଶିକ୍ଷାବିତ୍ ପଞ୍ଚାନନ ସ୍ବାଇଁ ଙ୍କ ସଭାପତି  ତୋର ଆୟୋଜିତ ଉତ୍ସବ ରେ,ଜଗତ ସିଂହପୁର, ଏମ ,ପି ପ୍ରତିନିଧି ଚମ୍ପକ ବାରିକ,  ଛୁରିଆନା ଗ୍ରାମପଞ୍ଚାୟତ ସରପଞ୍ଚ  କ୍ଷୀରୋଦ କୁମାର  କାଣ୍ଡି, ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ,ଆରତୀ କାଂଡି , ମନ୍ଦାକିନୀ ଛାଟୋଇ, ଚକ୍ରପଡା ସମିତି ସଭାପତି ଲକ୍ଷ୍ମୀ ଧର ସ୍ବାଇଁ, ନଈଗୁଆଁ ସଭାପତି ପର୍ଶୁରାମ ସ୍ବାଇଁ,ପବିତ୍ର ରାଉତ, ରତ୍ନାକର ପ୍ରଧାନ, ପିଣ୍ଟୁ ନାୟକ,ରମେଶ ନାୟକ, ବୁଟୁ ନାୟକ, ଆଦି  ଚାଷୀ ଉପସ୍ଥିତ ଥିବା ବେଳେ,ଏହାକୁ ପରିଚାଳନା କରିଥିଲେ, ଚକ୍ରପଡା ସମିତିର ସଂପାଦକ,ପବିତ୍ର କୁମାର ରାଉତ ।

Nalco
Leave A Reply