Odisha news

ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ବିଶ୍ଵ କପ୍ ଅନୁଷ୍ଠିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

0
ନିରାକାରପୁର,୧୨/୧:   ପୁରୁଷ ବିଶ୍ଵ କପ୍ ହକି ଲଗାତାର ଭାରତରେ ହେବା ସହ  ତାହା ପୁଣି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ୟମରେ ହେଉଥିବାରୁ ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସହଯୋଗ ପରିବାର ତରଫରୁ କୃତଜ୍ଞତା ଜଣାଯାଇଛି। ଏହି କାର୍ଯ୍ୟକ୍ରମରେ ସକ୍ରିୟ ସଭ୍ୟ   ଶ୍ୟାମସୁନ୍ଦର ପଟ୍ଟନାୟକ, ଲଚ୍ଛମନ ନାୟକ, ପ୍ରତ୍ୟୁଷ କୁମାର ସାମନ୍ତରାୟ,ବ୍ରହ୍ମନନ୍ଦ ଦାସ,ଅଭିନାଶ ସ୍ୱାଇଁ,ଚନ୍ଦନ ପ୍ରଧାନ,ବିଶ୍ବଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ!ସହଯୋଗ ପରିବାରର ଆବାହକ ହିମାଂଶୁ ଭୂଷଣ ଚମ୍ପତ୍ତିରାୟ  ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Leave A Reply