ଇସ୍ଲାମଵାଦ : ବର୍ତମାନ ଦେଶ ଓ ଦୁନିଆରେ ଏପରି ଘଟଣା ଘଟୁଛି , ଯାହାଦ୍ୱାରା ମାନବିକତା ଉପରୁ ଲୋକଙ୍କର ଭରସା ଉଠି ଯାଉଛି l ନିକଟରେ ପାକିସ୍ତାନରେ ଏପରି କିଛି ଘଟଣା ଘଟିଯାଇଛି ଯାହାଦ୍ୱାରା ଲାଗୁଛିଯେ ଆଜିବି ମଣିଷ ମନର ମାନବିକତା ଆଜିବି ମରିନାହିଁ l
ଘଟଣାଟି ଏପରି ଘଟିଛି , ଦୁଇଟି ଚୋର ଚୋରି କରିବାକୁ ଯାଇଥିଲେ କିନ୍ତୁ ସେମାନଙ୍କ ମନ ଅଚାନକ ବଦଳି ଯାଇଥିଲା l ଏହି ଚୋର ଦୁଇଟି ଗୋଟିଏ ଡେ଼ଲିଭରି ବଏ ପାଖକୁ ଯାଇଥିଲେ ,ତାପରେ ତାପାଖରୁ ପଇସା , ମୋବଇଲ ଫୋନ ଓ ଜିନିଷପତ୍ର ଚୋରି କରିଥିଲେ l ତାପରେ ସେ ଦୁଇଜଣ ଡେ଼ଲିଭରି ବୟ ସହିତ କିଛି ସମୟ କଥାବାର୍ତା ହୋଇଥିଲେ l
ତାପରେ ତାକଥା ଶୁଣି ଏହି ଦୁଇ ଚୋରଙ୍କର ମନ ତରଳି ଯାଇଥିଲା l କାରଣ ଡେ଼ଲିଭରି ବଏଟି ନିଜ ଦୁଃଖ କହିଲାବେଳେ କାନ୍ଦି ପକାଇଥିଲା l ତାପରେ ଚୋର ଦୁଇଟି ତାକୁ ଆଲିଙ୍ଗନ କରି ତାର ସମସ୍ତ ଜିନିଷ ଫେରାଇ କରି ଚାଲି ଯାଇଥିଲେ l ତାପରେ ଡେଲିଭେରୀ ବିଏ ନିଜ ଲୁହ ପୋଛି ନିଜ କାମରେ ଚାଲିଯାଇଥିଲା l
