Odisha news

ଘଷିପୁରା ବିଧାୟକଙ୍କ ସାନ ଭାଇ  ତଥା ବିଶିଷ୍ଟ ସମାଜସେବୀ ହରମୋହନ ପାତ୍ରଙ୍କ ପରଲୋକ।       

0
କେନ୍ଦୁଝର : ‌ଆଜି ଭୋର ପ୍ରତ୍ୟୁଷ ରେ ଘଷିପୁରା ବ୍ଲକ ଅନ୍ତର୍ଗତ ଗଡ ବାନ୍ଧ ଗୋଡ଼i ଗ୍ରାମ ର ବିଶିଷ୍ଟ ସମାଜସେବୀ ଉଦ୍ୟୋଗୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ର ଙ୍କ ସାନ ଭାଇ ଅନୁଜ ହରମୋହନ ପାତ୍ର ୬୫ବର୍ଷରେ ରେ ହୃଦ୍ଘାତ ରେ ପରଲୋକ ଘଟିଛି ।ସକାଳ ରେ ଛାତି ଯନ୍ତ୍ରଣା ପରେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ସାଇଙ୍କୁଳ ନିଆ ଯାଉଥିବା ବାଟ ରେ ପ୍ରାଣବାୟୁ ଉଡ଼ି ଯାଇଥିବା ଡ଼ାକ୍ତର ଙ୍କ ସୂଚନା ପରେ ନିଜ ବାସ ଭବନ କୁ ଅଣାଯାଇ ଥିବା ବେଳେ ସେ ଖବର ଚାରି ଆtଡ଼କୁ ବିଦ୍ୟୁତ୍ ବେଗ ରେ ଯାଇଥିବା ବେଳେ ଘର ଟି କ୍ଷଣିକ ମଧ୍ୟ ରେ ଲୋକାରଣ୍ୟ ହେଇ ଯାଇଥିଲା। ମର ଶରୀର ନିକଟରେ ତାଙ୍କର ସମସ୍ତ ପରିବାର ଓ ଜ୍ଞାନ୍ତି କୁଟୁମ୍ବ ଓ ଗ୍ରାମ ବାସି ଉପସ୍ଥିତ ଥିଲେ। ତାଙ୍କ ମର ଶରୀରକୁ ଏକ ଶୋକାକୁଳ ପରିବେଶରେ ଗ୍ରାମ ପରିକ୍ରମା କରାଯାଇଥିଲା।ଯାତ୍ରା ରେ ଗ୍ରାମ ପରିକ୍ରମା କରି ଗ୍ରାମ ସ୍ତିତ ତାଙ୍କ ଶ୍ମଶାନ ଘାଟ ଠାରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା। ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଂଚଳରୁ ହଜାର ହଜାର ଲୋକ ସ୍ମସାନ ଘାଟରେ ପହଞ୍ଚି ଥିଲେ।ttt
Ad2
Leave A Reply