3/11/2ଗଞ୍ଜାମ ବିଜ୍ଞପିତ ଅଂଚଳ ପରିଷଦ 8ନମ୍ବର ୱାର୍ଡପୁଇଁତୋଳା ଗ୍ରାମ ରେ କୃଷ୍ଣ ପଲାଇ ଙ୍କ ଘରୁ ବିଦୂତ ସଜାଡ଼ିବା ବାହାନା ରେ ଆସି ଆଜି ଦିବା ଲୋକରେ ଘରେ କଳା କନା ବୁଲାଇବା ଘଟଣା ଗଞ୍ଜାମ ରେ ହଇ ଚଈ ସୃଷ୍ଟି କରିଦେଇଛି ମିଳିଥିବା ସୂଚନା ନୁଯାଇ କୃଷ୍ଣ ପଲାଇ ତାଙ୍କ ଗ୍ରାମ ର କୌଣସି ଏକ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ନେଇ ସେ ଦେଖିବା ପାଇଁ ଯାଇଥିଲେ ତାଙ୍କରି ଘରର ସ୍ତ୍ରୀ ପିଲା ମନେ ବାହାରକୁ ଚାଲିଯାଇଥିଲେ ଏବଂ ଘରେ ଚାବି ପଡିଥିଲା ଦିନ ଗୋଟାଏ ସମୟ ରେ ସ୍ୱଷ୍ଟ ଦିବା ଲୋକରେ ଧଳା ସ୍କୋର୍ପିଓ କାର ରେ ଆସି କିଛି ଦୁର୍ବୁତ୍ତ ଉକ୍ତ ଘରର ଚାବି ଭାଙ୍ଗି ଏକ ଶାବଳ ଦ୍ୱାରା ଘରେ ରହିଥିବା ଏକ ଗଡ଼ରେଜ ଆଲମିରା ରୁ ଦୁଇ ଭରି ସୁନା ଲୁଟ ହେବାର ଜଣାପଡିଛି କୃଷ୍ଣ ପଲାଇ ଘର ଆଗରେ ସ୍କୋରପିଓ କାର କୁ ଦେଖି ଘରକୁ ଆସିଲା ବେଳେ ହଟାତ ଘରୁ ବାହାରି ଦୁର୍ବୁତ୍ତ ଏକ ଶାବଳ ଧରି ବାହାରି କରରେ ବାସି ଚାଲି ଯାଇଥିବା ଘର ମାଲିକ କୃଷ୍ଣ ପଲାଇ କହିଛନ୍ତି ଓ କୃଷ୍ଣ ଘରକୁ ଯାଇ ଦେଖିଲା ବେଳକୁ ଘରୁ ଏକ ଗଡ଼ରେଜ ଆଲମିରା ରୁ ଦୁଇ ଭରି ସୁନା ଲୁଟ ହେବାର ସେ କହିଛନ୍ତି ଏହି ଘଟଣା ଥାନାରେ ଜଣାଇଲା ପରେ ପୋଲିସ ଏହାର ତଦନ୍ତ ଚଳାଇଛି