Odisha news

କୋଭିଡ୍‌-୧୯ର ମୁକାବିଲା କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଦେଲେ ତିନି ମାସର ଦରମା

0

ଭୁବନେଶ୍ୱର : ୨୫ ମାର୍ଚ୍ଚ,୨୦୨୦:କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣର ମୁକାବିଲା କରିବା ପାଇଁ ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ତାଙ୍କର ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି (କୋଭିଡ୍‌-୧୯ ଫଣ୍ଡ)କୁ ଦାନ କରିଛନ୍ତି ।

Leave A Reply

Your email address will not be published.