Odisha news

ବ୍ରହ୍ମପୁରରେ ଗାଡି ଡ଼ିକି ଭଙ୍ଗି ସାଢେ଼ ୫ଲକ୍ଷ ଲୁଟ‌‌।‌।

0
ବ୍ରହ୍ମପୁର :  ଲୁଟେରା ଗେଙ୍ଗ ଆଜି ଦିନ ସାଢେ଼ ଗୋଟିଏ ସମୟରେ ସ୍ଥାନୀୟ ଜୟପ୍ରକାଶ ନଗର ସ୍ଥିତ ବ୍ୟାଙ୍କ ରାସ୍ତା ରେ ଗାଡି ଡ଼ିକି ଭଙ୍ଗି ସାଢେ଼ ୫ଲକ୍ଷ ଲୁଟ‌‌ କରି ଫେରାର ହୋଇଯାଇଥିଲେ। ଏନେଇ
ବୈଦ୍ୟନାଥ ପୁର ଥାନା ଅଭିଯୋଗ ହୋଇଛି। କନିସି କୃଷ୍ଣ ମହାରଣା ନାମକ ଜୈନକ ବ୍ୟକ୍ତି ଟଙ୍କା ରଖି ପାଣି ପିଉଥିବା ବେଳେ ଗାଡ଼ି ଗିକି ଭାଙ୍ଗି ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ।
ପୁଣି ବ୍ରହ୍ମପୁରରେ ମାତିଲେ ଗାଡି ଡ଼ିକି ଭଙ୍ଗା ଗେଙ୍ଗ ଆଜି ଦିନ ସାଢେ଼ ଗୋଟିଏ ସମୟରେ ସ୍ଥାନୀୟ ଜୟପ୍ରକାଶ ନଗର ସ୍ଥିତ ଅକ୍ସିସ ବ୍ୟାଙ୍କରୁ ୫ସଲକ୍ଷ ୬୦ ହଜାର ଉଠାଇ ନିଜର ଗାଡ଼ି ଡ଼ିକିରେ ରଖି ବ୍ୟାଙ୍କ ସମୁଖରେ ଥିବା ଚା ଦୋକାନୀଙ୍କ ଆଗରେ ମୋଟରସାଇକେଲ ଗାଡି ରଖି ପାଣି ପିଉ ଥିବା ବେଳେ ଲୁଟେରା ମାନେ ଡିକି ଚାବି ଖୋଲି କେମିତି ଲୁଟ କରି ଛନ୍ତି ତାର ଏକ ସିସିଟିଭି ଫୁଟେଜ ରୁ ଜଣାପଡିଛି। ସାଧାରଣ ଲୋକଙ୍କୁ ଆଖି ଆଗରେ କିପାରୀ ଜଳକା କରି ଲୁଟି ଆଖି ପିଛଳାକେ ମୋଟର ସାଇକେଲରେ ବସି ଚାଲିଯାଇଥିଲେ।
ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Leave A Reply