ନୂତନ ଦାୟୀତ୍ୱ ଘୋଷଣା ସୁନୀଲ କୁମାର ପଣ୍ଡାଙ୍କୁ ଝାରସୁଗୁଡା ଜିଲ୍ଲା ସଭାପତି ଦାୟୀତ୍ୱ ପ୍ରଦାନ ରାଜ୍ୟ By Sakala Khabar On Oct 28, 2023 0 Share ଭୂବନେଶ୍ୱର, ତା.୨୮/୧୦ : ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ସୁନୀଲ କୁମାର ପଣ୍ଡାଙ୍କୁ ଝାରସୁଗୁଡା ଜିଲ୍ଲା ସଭାପତି ଭାବେ ଦାୟୀତ୍ୱ ପ୍ରଦାନ କରାଗଲା ବୋଲି ଏକ ପ୍ରେସ ଇସ୍ତାହାର ଜରିଆରେ କୁହାଯାଇଛି । 0 Share