Odisha news

ବାଲିଗୁଡାରେ ବ୍ଲକସ୍ତରୀୟ ଜନସର୍ମ୍ପକ ଶିବିର

0

ବାଲିଗୁଡା; ବାଲିଗୁଡାର ମିନିଷ୍ଟାଡିୟମ ଠାରେ ବ୍ଲକ ସ୍ତରୀୟ ଜନସର୍ମ୍ପକ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଯୋଗଦେଇ ରିବନ କାଟି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପିଡି ଡିଆଡିଏ ବିଶ୍ୱନାଥ ବାରିକ,ଆଇଟିଡିଏ ପିଏ ରାଜେନ୍ଦ୍ର ରଣଜିତ,ଡିଡବ୍ଲୁଓ ଶେଷଦେବ କହଁର,ଏଡିଡବ୍ଲୁଓ ଦୟାନିଧି ନାୟକ, ଆଇଟିଡିଏର ପ୍ରୋଜେକ୍ଟ ମ୍ୟାନେଜର ସମୀରନ ନାୟକ ପ୍ରମୁଖ ମଂଚାସିନ ଥିଲେ । ଉକ୍ତ କାର୍ଯ୍ୟକ୍ରମ ମୋ ସରକାରଙ୍କ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ । ଯାହାକି ଆଦିବାସୀ ଓ ଅନ୍ୟ ବର୍ଗର ଲୋକଙ୍କ ପାଇଁ କରାବମଂ,ାଉହ ।ନମନକା ଉକ୍ତ କାର୍ଯ୍ୟକ୍ରମରେ ବାଲିଗୁଡା ବ୍ଲକର ସମସ୍ତ ସରପଂଚ,ସମିତିସଭ୍ୟ,ସ୍ୱତି,ଓଟିଇଏଲପ,ମିଶନଶକ୍ତିି ଅନୁଷ୍ଠାନର କର୍ମକ୍ରତାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।ଶେଷରେ ଏଡିଡବ୍ଲୁଓ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply