Odisha news

ନୂଆ ପୁଣି ୩ ଜଣ ପଜିଟିଭ ଚିହ୍ନଟ :କରୋନା ରୋଗୀ ସଂଖ୍ୟା ୯କୁ ବୃଦ୍ଧି ,ଭୁବନେଶ୍ୱର କରୋନା ଟାର୍ଗେଟରେ

0

ଭୁବନେଶ୍ୱର: କରୋନା ଟାର୍ଗେଟରେ ରାଜଧାନୀ ଭୁବନେଶ୍ୱର | ଭୁବନେଶ୍ୱରରୁ ପୁଣି ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ଏହି ତିନିଜଣ ରୋଗୀ ଭୁବନେଶ୍ୱର ବମିଖାଲ ଅଂଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଏହି ତିନିଜଣଙ୍କୁ ମିଶାଇ କରୋନା ରୋଗୀଙ୍କ ସଂଖ୍ୟା ୯ ରେ ପହଂଚିଛି |

H & FW Dept Odisha

@HFWOdisha

New COVID confirmed cases:
Three persons of Bomikhal, Bhubaneswar test positive for COVID-19. Total number of positive cases in the State goes upto 9 now. (Cured 2, active 7)

515 people are talking about this
ଏହା ପୂର୍ବରୁ କରୋନା ଭୂତାଣରୁ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରିଥିଲେ । ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ରାଜଧାନୀ ଭୁବନେଶ୍ୱର, କଟକ ଓ ଭଦ୍ରକ ସହର । ଆଜି ରାତି ଆଠଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟଡାଉନ୍ ରହିବ ଭୁବନେଶ୍ୱର, କଟକ ଓ ଭଦ୍ରକ ସହର । ରାଜ୍ୟରେ ସେତେବେଳେ ସୁଦ୍ଧା ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୮୦ ପ୍ରତିଶତ ଭୁବନେଶ୍ବରରୁ ଓ ଭଦ୍ରକରୁ ୨୦ ପ୍ରତିଶତ ଥିବାରୁ ଏପରି କଡ଼ା ପଦକ୍ଷେପ ନିଆଯାଇଛି । ତେବେ ଏହି ସମୟସୀମା ମଧ୍ୟରେ ଘରୁ ବାହାରିବା ପୁରାପୁରି ବନ୍ଦ କରିଦିଆଯାଇଛି ।

Leave A Reply