ଆନନ୍ଦପୁର : ଆନନ୍ଦପୁର ଲେଖକ ସମବାୟ ସମ୍ମିଳନୀ ନୂତନ ଗୃହକୁ ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଶିଳ୍ପାନ୍ୟାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଶ୍ରୀ ଭାଗିରଥି ସେଠୀ, ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ତହସିଲଦାର ପତିତପାବନ ଦେବତା, ଲେଖକ ସମବାୟ ସମିତିର ଆବାହକ ଶ୍ରୀ ରନ୍ତ୍ରାକର ଦାସ, ରାଜ୍ୟର ବିଶିଷ୍ଟ ଯୁବ କବି ଡ-ଅଶୋକ କୁମାର ପଊହଆଣ, ଶିଶୁ ସାହିତ୍ୟକ ଡ- ରାମଚନ୍ଦ୍ର ନାୟକ, ଆନନ୍ଦପୁର କଲେଜର ପୂର୍ବତନ ଅଧ୍ୟକ୍ଷ ଡ-ରମାକାନ୍ତ। ନାୟକ ଓ ଲେଖକ ସମବାୟ ସମିତିର ସଭ୍ୟମାନେ ଉପସ୍ଥିତ ଥିଲେ