Odisha news

ନୂତନ ଦାୟୀତ୍ୱ ଘୋଷଣା ସୁନୀଲ କୁମାର ପଣ୍ଡାଙ୍କୁ ଝାରସୁଗୁଡା ଜିଲ୍ଲା ସଭାପତି ଦାୟୀତ୍ୱ ପ୍ରଦାନ

0

ଭୂବନେଶ୍ୱର, ତା.୨୮/୧୦ : ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ସୁନୀଲ କୁମାର ପଣ୍ଡାଙ୍କୁ ଝାରସୁଗୁଡା ଜିଲ୍ଲା ସଭାପତି ଭାବେ ଦାୟୀତ୍ୱ ପ୍ରଦାନ କରାଗଲା ବୋଲି ଏକ ପ୍ରେସ ଇସ୍ତାହାର ଜରିଆରେ କୁହାଯାଇଛି ।

 

 

Leave A Reply