Odisha news
Yearly Archives

2026

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

ଭୁବନେଶ୍ୱର, ୨୮/୦୧/୨୦୨୬: 'ସମସ୍ତଙ୍କ ପାଇଁ ଏଆଇ' ମିଶନର ଅଂଶ ସ୍ୱରୂପ, ରିଲାଏନ୍ସ ଜିଓ ସାରା ଓଡ଼ିଶାରେ ଜିଓ ଏଆଇ କ୍ଲାସରୁମ୍ ପ୍ରୋଗ୍ରାମ ଜରିଆରେ ହଜାର ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ …
Read More...

ପୂର୍ବତଟ ରେଳପଥ ରେକର୍ଡ ସମୟରେ 2,000 କୋଟି ଟଙ୍କାର ଯାତ୍ରୀ ରାଜସ୍ୱ ଆୟ କରିଛି ।

ଭୁବନେଶ୍ୱର, ୨୮ ଜାନୁଆରୀ ୨୦୨୬ :  ପୂର୍ବତଟ ରେଳପଥ  ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ରେ ରେକର୍ଡ ୨୯୯ ଦିନ ମଧ୍ୟରେ ଯାତ୍ରୀ ରାଜସ୍ୱ ଆୟରେ  ୨୦୦୦ କୋଟି ଅତିକ୍ରମ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି, ଯାହା…
Read More...

ଆଦିବାସୀ ମହାବିଦ୍ୟାଳୟ ର ୪୦ ତମ ବାର୍ଷିକ ଉତ୍ସବ 

ବାଲିଗୁଡା, ତା, ୨୮/୦୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ୪୦ ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ…
Read More...

ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ 

ବାଲିଗୁଡା, ତା, ୨୮/୦୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ପେନାଗାବେରୀ ସ୍ଥିତ ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ…
Read More...

କାଜୁ ଗଛରୁ ନିଖୋଜ ମହିଳାଙ୍କ ଗଳିତ ଶବ ଠାବ

ବାଲିଗୁଡ଼ା,ତା, ୨୮/୦୧: (ସଞ୍ଜୟ କୁମାର ପାଣିଗ୍ରାହୀ): ନିଖୋଜ ମହିଳାଙ୍କ ଗଳିତ ଶବ ଠାବ । ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ମୃତ ମହିଳା ଜଣକ ରାୟଗଡ଼ା ଜିଲ୍ଲାର ଡିମିରିଗୁଡ଼ା ଗ୍ରାମର ସମ୍ବରୀ ମାଝୀ ହେଇଥିବା…
Read More...

ଭାରତ- EU ଡୀଲ ଦ୍ୱାରା ସେୟାର ବଜାର ରେ ଧୂଆଁଧାର ଲାଭ

ଭାରତ ଓ ଇୟୁରୋପିୟ ସଙ୍ଘ ମଧ୍ୟରେ ମୁକ୍ତ ବାଣିଜ୍ୟିକ ସମ୍ବନ୍ଧ ଚୁକ୍ତି ହୋଇଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁରୋପୀୟ ଆୟୋଗ ର ଅଧକ୍ଷ…
Read More...

ମହାରାଷ୍ଟ୍ର ରାଜନୀତିରେ ଅଜିତ୍ ପାୱାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ: ମନମୋହନ ସାମଲ

 ମହାରାଷ୍ଟ୍ର ତଥା ଦେଶର ରାଜନୀତିରେ ବିରାଟ କ୍ଷତି ଏବଂ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ଭୁବନେଶ୍ୱର, ତା.୨୮/୦୧: ବରିଷ୍ଠ ରାଜନେତା ତଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ୍ ପାୱାରଙ୍କ ସମେତ ସାଙ୍ଗରେ…
Read More...

ଭାରତ – EU ମଧ୍ୟରେ ହେଲା ବଡ଼ ରାଜିନାମା , ପ୍ରଧାନମନ୍ତ୍ରୀ ମୋଦୀ କଲେ ଫ୍ରୀ ଟ୍ରେଡ଼ ଏଗ୍ରିମେଣ୍ଟ ର ଘୋଷଣା,

ଇଉରୋପିଅ ସଙ୍ଘ ସହିତ ହେଲା ଭାରତର ଚୁକ୍ତି, ଉଭୟ ଦେଶ ହେବେ ଲାଭାନ୍ବିତ, ଏହି ରାଜିନାମା ଦ୍ୱାରା ୧୪୦ କୋଟି ଭାରତୀୟ ପାଇବେ ଲାଭ,  ଏହାକୁ ନେଇ ଆମେରିକା ହେବକି ଅସନ୍ତୋଷ ? ଗୋଆରେ ହୋଇଯାଇଛି ଭାରତ- EU FTA ଚୁକ୍ତି, ଏହି…
Read More...

ଇସ୍ତଫା ଦେବାରୁ ନେଇ ବନ୍ଧକ ରଖିବା ଆରୋପ … କିଏ ସେହି ଅଳଙ୍କାର ଅଗ୍ନିହୋତ୍ରୀ ?

ବର୍ତମାନ ଭାରତ ରାଜନୀତି ବିରୁଦ୍ଧରେ ଏଭଳି ଜଣେ ମାଜିଷ୍ଟ୍ରେଟ କାହାଣୀ ଆଲୋଚନା ଚାଲିଛି ଯାହା ଆମ ଭିତରୁ ଖୁବ କମ ଲୋକ ଜାଣିଥିବେ, ସେ ହେଉଛନ୍ତି ଉତ୍ତରପ୍ରଦେଶ ବରେଲୀ ର  ଅଳଙ୍କାର ଅଗ୍ନିହୋତ୍ରୀ, ଯିଏକି ସରକାରୀ…
Read More...

ମିଡିଆକିଆ ରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା 

ବାଲିଗୁଡା, ତା,୨୭/୦୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତ ର ନୁଆସାହି ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା…
Read More...